- Videos
- Lifestyle
- ଘିଅ ପ୍ରସ୍ତୁତ କଲାବେଳେ ଏ କଥାକୁ ଧ୍ୟାନ ଦିଅନ୍ତୁ, ନହେଲେ ଅମଙ୍ଗଳ ହୋଇପାରେ
ଘିଅ ପ୍ରସ୍ତୁତ କଲାବେଳେ ଏ କଥାକୁ ଧ୍ୟାନ ଦିଅନ୍ତୁ, ନହେଲେ ଅମଙ୍ଗଳ ହୋଇପାରେ
- Published: Saturday, 10 March 2018
- , Updated: 10 March 2018, 12:59 PM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମେ ଘରେ ଘିଅ ପ୍ରସ୍ତୁତ କରୁ। ଘିଅ ପ୍ରସ୍ତୁତ କରିବା ପାଇଁ ପ୍ରଥମେ କ୍ଷୀରରୁ ସର ବାହାର କରି ସେଥିରୁ ଲହୁଣି ପ୍ରସ୍ତୁତ କରାଯାଏ। ସେ ଲହୁଣିକୁ ଏକ ପାତ୍ରରେ ରଖି ନିଆଁରେ ବସାଇବା ପରେ ଘିଅ ପ୍ରସ୍ତୁତ ହୋଇଥାଏ। ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ଘିଅ ପ୍ରସ୍ତୁତ କରିବା ସମୟରେ ଟିକେ ଧ୍ୟାନ ଦିଅନ୍ତୁ। ଯେଉଁ ବ୍ୟକ୍ତି ଲହୁଣିକୁ ଚୁଲିରେ ବସାଉଛନ୍ତି ସେହି ବ୍ୟକ୍ତି ଘିଅକୁ ଚୁଲିରୁ କାଢନ୍ତୁ। ଅନ୍ୟଥା ଅମଙ୍ଗଳ ହୋଇଥାଏ।</p>