ଭାଇକୁ ଗୁଳିକରି ମାରିଲା ଭାଇ

ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): ଭାଇକୁ ଗୁଳି କରି ହତ୍ୟା କଲା ଭାଇ। ଏପରି ଅଭାବନୀୟ ଘଟଣା ଖୋର୍ଦ୍ଧା ସହର ତୋଟାପଡ଼ାରେ ଘଟିଛି। ଆଜି ମହମ୍ମଦ ସାବିର ତୋଟାପଡ଼ାରେ ଥିବା ଏକ ପାନ ଦୋକାନ ନିକଟରେ ଠିଆ ହୋଇଥିଲେ। ଏହି ସମୟରେ ସାବିର ବଡ଼ଭାଇ ତାଙ୍କୁ ଗୁଳି କରିଥିଲେ। ଗଳି ସାବିରଙ୍କ ବାମ ଆଖିରେ ପଶି ଯାଇଥିଲା। ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଅନ୍ୟପକ୍ଷରେ ଅଭିଯୁକ୍ତ ଘଟଣା ସ୍ଥଳରେ ଅଭିଯୁକ୍ତ ଚମ୍ପଟ ମାରିଥିଲା। ପାରିବାରିକ ବିବାଦକୁ […]

Rakesh Mallick
  • Published: Monday, 16 October 2017
  • , Updated: 16 October 2017, 04:39 PM IST

ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): ଭାଇକୁ ଗୁଳି କରି ହତ୍ୟା କଲା ଭାଇ। ଏପରି ଅଭାବନୀୟ ଘଟଣା ଖୋର୍ଦ୍ଧା ସହର ତୋଟାପଡ଼ାରେ ଘଟିଛି। ଆଜି ମହମ୍ମଦ ସାବିର ତୋଟାପଡ଼ାରେ ଥିବା ଏକ ପାନ ଦୋକାନ ନିକଟରେ ଠିଆ ହୋଇଥିଲେ। ଏହି ସମୟରେ ସାବିର ବଡ଼ଭାଇ ତାଙ୍କୁ ଗୁଳି କରିଥିଲେ। ଗଳି ସାବିରଙ୍କ ବାମ ଆଖିରେ ପଶି ଯାଇଥିଲା। ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଅନ୍ୟପକ୍ଷରେ ଅଭିଯୁକ୍ତ ଘଟଣା ସ୍ଥଳରେ ଅଭିଯୁକ୍ତ ଚମ୍ପଟ ମାରିଥିଲା। ପାରିବାରିକ ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

Related story