ଭବିଷ୍ୟତ କହିପାରେ କପାଳରେଖା

  ବ୍ୟକ୍ତି ଶରୀର ଅଙ୍ଗର ଗଠନ, ଲକ୍ଷଣ, ଚାଲିଚଳନକୁ  ବିଶ୍ଲେଷଣକରି ଭବିଷ୍ୟତ ବର୍ଣ୍ଣନା କରିବାକୁ ସମୁଦ୍ରିକ ଶାସ୍ତ୍ର କୁହାଯାଏ। ଏହି ଶାସ୍ତ୍ର ଅନୁସାରେ କପାଳ  ରେଖା  ଦେଖିକରି ବ୍ୟକ୍ତିର ଭବିଷ୍ୟତ ଆକଳନ କରାଯାଇ ପାରିହେବ। ଆସନ୍ତୁ ଜାଣିବା କିପରି ଯେଉଁ ବ୍ୟକ୍ତିର କପାଳରେ ଦୁଇଟି ରେଖା ଥାଏ ସେପରି ବ୍ୟକ୍ତି ତାଙ୍କ ଜୀବନରେ ଅଧିକ ଧନ କମାଇଥାନ୍ତି। କପାଳ ରେଖା କଟା କଟା ହୋଇଥିବା ବ୍ୟକ୍ତି ଜୀବନରେ ବହୁତ ଦୁଃଖ ସହିବାକୁ ପଡିଥାଏ। କପାଳରେ ୩ଟି ରେଖା ଥିବା […]

mastak

mastak

Rakesh Mallick
  • Published: Wednesday, 20 December 2017
  • Updated: 20 December 2017, 02:40 PM IST

Sports

Latest News

ବ୍ୟକ୍ତି ଶରୀର ଅଙ୍ଗର ଗଠନ, ଲକ୍ଷଣ, ଚାଲିଚଳନକୁ  ବିଶ୍ଲେଷଣକରି ଭବିଷ୍ୟତ ବର୍ଣ୍ଣନା କରିବାକୁ ସମୁଦ୍ରିକ ଶାସ୍ତ୍ର କୁହାଯାଏ। ଏହି ଶାସ୍ତ୍ର ଅନୁସାରେ କପାଳ  ରେଖା  ଦେଖିକରି ବ୍ୟକ୍ତିର ଭବିଷ୍ୟତ ଆକଳନ କରାଯାଇ ପାରିହେବ। ଆସନ୍ତୁ ଜାଣିବା କିପରି

ଯେଉଁ ବ୍ୟକ୍ତିର କପାଳରେ ଦୁଇଟି ରେଖା ଥାଏ ସେପରି ବ୍ୟକ୍ତି ତାଙ୍କ ଜୀବନରେ ଅଧିକ ଧନ କମାଇଥାନ୍ତି। କପାଳ ରେଖା କଟା କଟା ହୋଇଥିବା ବ୍ୟକ୍ତି ଜୀବନରେ ବହୁତ ଦୁଃଖ ସହିବାକୁ ପଡିଥାଏ।

କପାଳରେ ୩ଟି ରେଖା ଥିବା ବ୍ୟକ୍ତିର ଆୟୁଷ ୭୫ ବର୍ଷ ହୋଇଥିବା ବେଳେ ୫ଟି ରେଖା ଥିବା ବ୍ୟକ୍ତିର ଆୟୁଷ ୧୦୦ ବର୍ଷ ଯାଏଁ ହୋଇଥାଏ।

କପାଳରେ  କୌଣସି ରେଖା ନଥିବା ବ୍ୟକ୍ତି ୨୫ରୁ ୪୦ ବର୍ଷ ଆୟୁ ମଧ୍ୟରେ ଅଧିକ ସମସ୍ୟା ସମ୍ମୁଖୀନ କରିବାକୁ ପଡିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story