ଗାଧୁଆ ଘରେ କେଉଁଠି ଲଗାଇଛନ୍ତି ଦର୍ପଣ? ଜାଣନ୍ତୁ କ’ଣ କହୁଛି ବାସ୍ତୁ

ଆଜିକାଲି ଘର ତିଆରି କରିବା ବେଳେ ଅନ୍ୟ ସବୁ ରୁମ୍‌ ସହିତ ବାଥ୍‌ରୁମକୁ ମଧ୍ୟ ସମାନ ଗୁରୁତ୍ୱ ଦିଆଯାଉଛି। ଏହାର ସାଜସଜ୍ଜା ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ବାଥୁରମ୍‌ରେ ଅନ୍ୟ ସବୁ ଉପକରଣ ସହିତ ପ୍ରାୟ ସମସ୍ତେ ଆଇନା ମଧ୍ୟ ଲଗାଉଛନ୍ତି। ତେବେ ଜାଣନ୍ତି, ଗାଧୁଆ ଘରେ ଦର୍ପଣ ଲଗାଇବା ନେଇ ବାସ୍ତୁଶାସ୍ତ୍ରରେ କିଛି ନିର୍ଦ୍ଦିଷ୍ଟ ନିୟମ ରହିଛି। ଏହାକୁ ମାନି ଦର୍ପଣ ଲାଗାଇଲେ ଦିନଟି ଭଲରେ କଟିବ ବୋଲି କୁହାଯାଏ। ଗାଧୁଆ ଘର କବାଟ ସମ୍ମୁଖରେ […]

mirror

Rakesh Mallick
  • Published: Saturday, 09 December 2017
  • , Updated: 09 December 2017, 10:00 AM IST

ଆଜିକାଲି ଘର ତିଆରି କରିବା ବେଳେ ଅନ୍ୟ ସବୁ ରୁମ୍‌ ସହିତ ବାଥ୍‌ରୁମକୁ ମଧ୍ୟ ସମାନ ଗୁରୁତ୍ୱ ଦିଆଯାଉଛି। ଏହାର ସାଜସଜ୍ଜା ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ବାଥୁରମ୍‌ରେ ଅନ୍ୟ ସବୁ ଉପକରଣ ସହିତ ପ୍ରାୟ ସମସ୍ତେ ଆଇନା ମଧ୍ୟ ଲଗାଉଛନ୍ତି। ତେବେ ଜାଣନ୍ତି, ଗାଧୁଆ ଘରେ ଦର୍ପଣ ଲଗାଇବା ନେଇ ବାସ୍ତୁଶାସ୍ତ୍ରରେ କିଛି ନିର୍ଦ୍ଦିଷ୍ଟ ନିୟମ ରହିଛି। ଏହାକୁ ମାନି ଦର୍ପଣ ଲାଗାଇଲେ ଦିନଟି ଭଲରେ କଟିବ ବୋଲି କୁହାଯାଏ।

ଗାଧୁଆ ଘର କବାଟ ସମ୍ମୁଖରେ ଦର୍ପଣ ଲଗାନ୍ତୁ ନାହିଁ। ଏହାଦ୍ୱାରା ଘରେ ନକାରାତ୍ମକ ଶକ୍ତି ରହେ ବୋଲି କୁହାଯାଏ। ଦର୍ପଣକୁ ଏମିତି ଲଗାନ୍ତୁ ଯେପରି ଏହାର ପ୍ରତିଫଳନ ବାଥ୍‌ରୁମ୍‌ ବାହାରକୁ ଆସିବ ନାହିଁ।

Related story