ଜାଣନ୍ତୁ କ’ଣ କଲେ ପିଲାଙ୍କ ଜ୍ଞାନ ବୃଦ୍ଧି ହେବ

Ordigital Desk
  • Published: Thursday, 28 December 2017
  • , Updated: 28 December 2017, 04:15 PM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିଲାମାନଙ୍କର ପାଠପଢାକୁ ନେଇ ମାଆ ବାପା ସବୁବେଳେ ଚିନ୍ତାରେ ରୁହନ୍ତି। କେମିତି ପିଲାଟି ପ୍ରତିଭାଶାଳୀ ହେବ ଓ ତାର ବିଦ୍ୟା ବୃଦ୍ଧି ହେବ ସେଥିପାଇଁ ସ୍ୱତନ୍ତ୍ର ଶିକ୍ଷା ବ୍ୟବସ୍ଥା କରନ୍ତି। କିଛି ମାତାପିତା ଅଛନ୍ତି ଯେଉଁମାନେ ଏଥିପାଇଁ ବିଭିନ୍ନ ପୂଜାପାଠ ମଧ୍ୟ କରନ୍ତି। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ପିଲାମାନଙ୍କ ବିଦ୍ୟା ବୃଦ୍ଧି ପାଇଁ ଏକ ସହଜ ଉପାୟ ରହିଛି। ଗଣେଷ ପୂଜାରେ ଭୋଗ ଲାଗିଥିବା ଖସାଲଡୁ ନିଜ ସନ୍ତାନକୁ ଖାଇବାକୁ ଦିଅନ୍ତୁ। ଏଥିସହ କିଛି ଅଳେଇଚକୁ ଗରମପାଣିରେ ପକାଇ ସେହି ପାଣିରେ ଛୁଆକୁ ସ୍ନାନକରନ୍ତୁ। ଏହାକଲେ ତାର ବିଦ୍ୟା ବୃଦ୍ଧି ହୋଇଥାଏ।</p>

Related story