କ’ଣ କଲେ ଜାତ ହେବେନି ଶତ୍ରୁ

Ordigital Desk
  • Published: Saturday, 24 March 2018
  • , Updated: 24 March 2018, 12:11 PM IST
<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ସବୁ ମଣିଷର କେହିନା କେହି ଶତ୍ରୁ ଥାଏ। ସେ ଇର୍ଷା ପାଇଁ ହେଉ ଅବା କଠୋର କଥା ପାଇଁ ଶତ୍ରୁତା ଜାତ ହୋଇଥାଏ। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଶତ୍ରୁ ମାନଙ୍କୁ ଦୂରେଇବାର ଏକ ଉପାୟ ଅଛି। ଉଇ ହୁଙ୍କାରୁ କିଛି ମାଟି ଆଣି ଘରର ଦକ୍ଷିଣ ଦିଗରେ ରଖନ୍ତୁ। ସେହି ମାଟିରେ ଗୋଟେ ଚନ୍ଦନ ଗଛ ଲଗାନ୍ତୁ। ସେ ଚନ୍ଦନ ଗଛଟି ଯେତେ ବଢିଚାଲିବ ଶତ୍ରୁମାନେ ସେତେ ଆପଣଙ୍କୁ ଭୟ କରିବା ଆରମ୍ଭ କରିବେ। ଏହା ଫଳରେ ଧୀରେ ଧୀରେ ଶତ୍ରୁହାନୀ ଘଟିବ। ଏଥିସହ ଆପଣଙ୍କୁ କେବେ ସର୍ପ ଦଂଶନ କରିବ ନାହିଁ। କାରଣ ଉଇ ହୁଙ୍କାରେ କେତୁ ବାସ କରନ୍ତି।&nbsp; ଚନ୍ଦନ ଗଛ ହେଉଛି ରାହୁଙ୍କ ପ୍ରତୀକ। ତେଣୁ ଉଇ ହୁଙ୍କା ମାଟିରେ ଚନ୍ଦନ ଗଛ ଲଗାଇଲେ ଏହି ଦୁଇଟି ଲାଭ ହେବ।</p>

Related story