ଜାଣନ୍ତୁ, ଗୁରୁଜନଙ୍କ ପାଖରେ ବସିଲା ବେଳେ କେମିତି ଆଚରଣ କରିବେ

Ordigital Desk
  • Published: Monday, 09 April 2018
  • , Updated: 09 April 2018, 08:23 AM IST
<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଗୁରୁଜନ ମାନଙ୍କୁ ଆମେ ସମ୍ମାନ କରୁ। ନିଜର ଆଚର ବ୍ୟବହାର ଦ୍ୱାରା ଆମେ ସେହି ସମ୍ମାନର ପରିପ୍ରକାଶ କରୁ। ସେଥିପାଇଁ ଗୁରୁଜନଙ୍କ ପାଖରେ ବସିବା ଓ କୌଣସି କାର୍ଯ୍ୟ କରିବାର ନିର୍ଦ୍ଦିଷ୍ଟ ଶୈଳୀ ଥାଏ। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଗୁରୁଜନଙ୍କ ପାଖରେ ବସିବା ବେଳେ ଜୋରରେ ଶବ୍ଦ କରି ହସନ୍ତୁ ନାହିଁ। ଆଙ୍ଗୁଳିବି ଫୁଟାନ୍ତୁ ନାହିଁ। ଏପରି ବସନ୍ତୁ ଯେମିତି ଆପଣଙ୍କ ଗୋଡର ବୁଢା ଆଙ୍ଗୁଳି କିମ୍ବା କାଣି ଆଙ୍ଗୁଳି ଦେଖାଯିବନି। (ଦେଖନ୍ତୁ ଭିଡିଓ)</p>

Related story