ଆଖି ରୋଗରୁ ମୁକ୍ତି ଦେବ ଏହି ଘରୋଇ ଉପଚାର

Ordigital Desk
  • Published: Wednesday, 08 November 2017
  • , Updated: 08 November 2017, 08:24 AM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଖି ଆମ ଶରୀରର ଏକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ। ଆଜିର ଲାଇଫ୍&zwnj;ଷ୍ଟାଇଲ୍ ଓ ପ୍ରଦୂଷଣ ଯୋଗୁଁ ଖୁବ୍&zwnj;ଶୀଘ୍ର ଦୃଷ୍ଟି ଶକ୍ତି ହ୍ରାସ ପାଇବାରେ ଲାଗୁଛି। ପିଲାଠୁ ଆରମ୍ଭ କରି ବୟସ୍କ ସମସ୍ତେ ଆଖି ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି। ଅନେକ କମ୍ ବୟସରୁ ଚଷମା ପିନ୍ଧୁଛନ୍ତି। କିନ୍ତୁ ଆଖି ସମସ୍ୟାର ସମାଧାନ ପାଇଁ ଏକ ସହଜ ଘରୋଇ ଉପଚାର ରହିଛି। ସକାଳେ ଉଠିବା ପରେ ପ୍ରଥମ କୁଳକୁଚା ପାଣିରେ ଆଖି ଧୁଅନ୍ତୁ। ଏହାଦ୍ୱାରା ଆଖି ସମସ୍ୟାର ସମାଧାନ ହୋଇଥାଏ। ପ୍ରତିଦିନ ଏପରି କଲେ ଆପଣ ଆଜୀବନ ଆଖି ସମସ୍ୟାରୁ ମୁକ୍ତି ପାଇପାରିବେ।</p>

Related story