ଜାଣନ୍ତୁ କେଉଁଥିରେ ଲଗାଇବେ ସିନ୍ଦୂର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସଧବା ନାରୀର ପ୍ରତୀକ ସିନ୍ଦୂର। ମଥାରେ ସିନ୍ଦୂର ଥିଲେ ଅତି ସହଜରେ ବାରି ହୋଇଯାଏ ଯେ ନାରୀଟି ବିବାହିତା। ହିନ୍ଦୁ ଧର୍ମ ଅନୁଯାୟୀ ସ୍ୱାମୀର ଦୀର୍ଘାୟୁ ପାଇଁ ନାରୀଟିଏ ସିନ୍ଦୂର ଲଗାଏ। ସିନ୍ଦୂର ବିନା ଜଣେ ବିବାହିତା ନାରୀ ଅସମ୍ପୂର୍ଣ୍ଣ। ପ୍ରତିଦିନ ଗାଧୋଇ ସାରିବା ପରେ ଜଣେ ନାରୀ ସିନ୍ଦୂର ଲଗାଏ। ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ସିନ୍ଦୂର ଲଗାଇବା ସମୟରେ ନାରୀମାନଙ୍କୁ ଟିକେ ଧ୍ୟାନ ଦେବା ଉଚିତ। ସିନ୍ଦୂରକୁ ହାତ ଆଙ୍ଗୁଳିରେ ନଲଗାଇ ରୂପା […]

Sindoor

Rakesh Mallick
  • Published: Sunday, 11 February 2018
  • , Updated: 11 February 2018, 12:53 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସଧବା ନାରୀର ପ୍ରତୀକ ସିନ୍ଦୂର। ମଥାରେ ସିନ୍ଦୂର ଥିଲେ ଅତି ସହଜରେ ବାରି ହୋଇଯାଏ ଯେ ନାରୀଟି ବିବାହିତା। ହିନ୍ଦୁ ଧର୍ମ ଅନୁଯାୟୀ ସ୍ୱାମୀର ଦୀର୍ଘାୟୁ ପାଇଁ ନାରୀଟିଏ ସିନ୍ଦୂର ଲଗାଏ। ସିନ୍ଦୂର ବିନା ଜଣେ ବିବାହିତା ନାରୀ ଅସମ୍ପୂର୍ଣ୍ଣ। ପ୍ରତିଦିନ ଗାଧୋଇ ସାରିବା ପରେ ଜଣେ ନାରୀ ସିନ୍ଦୂର ଲଗାଏ। ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ସିନ୍ଦୂର ଲଗାଇବା ସମୟରେ ନାରୀମାନଙ୍କୁ ଟିକେ ଧ୍ୟାନ ଦେବା ଉଚିତ। ସିନ୍ଦୂରକୁ ହାତ ଆଙ୍ଗୁଳିରେ ନଲଗାଇ ରୂପା କଣ୍ଟା କିମ୍ବା ଝିଙ୍କ କାଠିରେ ଲଗାନ୍ତୁ। ଏହାଦ୍ୱାରା ମଙ୍ଗଳ ହୋଇଥାଏ ଓ ସ୍ୱାମୀଙ୍କର ଆୟୁଷ ବଢିଥାଏ ବୋଲି କୁହାଯାଏ।

https://www.youtube.com/watch?v=T8KGi0QNJos

Related story