କାଳସର୍ପ ଦୋଷ ଦୂର କରେ କଜଳ: ଜାଣନ୍ତୁ କେମିତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମ ଜୀବନକୁ ନେଇ ଜାତକରେ ଅନେକ କଥା ବର୍ଣ୍ଣନା କରାଯାଇଥାଏ। ଭବିଷ୍ୟତରେ ଜୀବନରେ କ’ଣ ସବୁ ଶୁଭ ଅଶୁଭ କଥା ଘଟିବ ସେ ସବୁ ପୂର୍ବରୁ ଜାତକରେ ଲେଖା ହୋଇଥାଏ। ଯଦି ଆପଣଙ୍କ ଜାତକରେ କାଳସର୍ପ ଦୋଷ ବା କାଳସର୍ପ ଯୋଗ ରହିଛି ତେବେ ଏଥିରୁ ଆପଣଙ୍କୁ ‘କଜଳ’ ମୁକ୍ତି ଦେବ। ନାରୀମାନେ ଅମାବାସ୍ୟା ଦିନ ଅନାମିକା ଆଙ୍ଗୁଳିରେ କଜଳ ନେଇ ଆଖିରେ ଲଗାନ୍ତୁ ଓ କଜଳକୁ ଲଗାଇସାରିବା ପରେ ମୁଣ୍ଡରେ ହାତକୁ ପୋଛି […]

sarpadosha

Rakesh Mallick
  • Published: Wednesday, 01 November 2017
  • , Updated: 01 November 2017, 12:05 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମ ଜୀବନକୁ ନେଇ ଜାତକରେ ଅନେକ କଥା ବର୍ଣ୍ଣନା କରାଯାଇଥାଏ। ଭବିଷ୍ୟତରେ ଜୀବନରେ କ’ଣ ସବୁ ଶୁଭ ଅଶୁଭ କଥା ଘଟିବ ସେ ସବୁ ପୂର୍ବରୁ ଜାତକରେ ଲେଖା ହୋଇଥାଏ। ଯଦି ଆପଣଙ୍କ ଜାତକରେ କାଳସର୍ପ ଦୋଷ ବା କାଳସର୍ପ ଯୋଗ ରହିଛି ତେବେ ଏଥିରୁ ଆପଣଙ୍କୁ ‘କଜଳ’ ମୁକ୍ତି ଦେବ। ନାରୀମାନେ ଅମାବାସ୍ୟା ଦିନ ଅନାମିକା ଆଙ୍ଗୁଳିରେ କଜଳ ନେଇ ଆଖିରେ ଲଗାନ୍ତୁ ଓ କଜଳକୁ ଲଗାଇସାରିବା ପରେ ମୁଣ୍ଡରେ ହାତକୁ ପୋଛି ଦିଅନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ଜାତକରେ ଥିବା କାଳସର୍ପ ଦୋଷ ଖଣ୍ଡନ ହେବ। ମନେରଖନ୍ତୁ କେବଳ ଅମାବାସ୍ୟାରେ ଏହି ଉପାୟ ଆପଣେଇବେ।

Related story