ଜାଣନ୍ତୁ ରବିବାର ଦିନ କ’ଣ କଲେ ଆପଣଙ୍କ ମଙ୍ଗଳ ହେବ

Ordigital Desk
  • Published: Sunday, 18 February 2018
  • , Updated: 18 February 2018, 02:27 PM IST
<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): କେତେକ ଲୋକ ଅଛନ୍ତି ବାର ଅନୁସାରେ ଆମିଷ ଖାଆନ୍ତି। ସମସ୍ତ ବାର ମଧ୍ୟରୁ ପ୍ରାୟ ଲୋକ ରବିବାରେ ଆମିଷ ଭୋଜନ କରିବାକୁ ଭଲପାଆନ୍ତି। କିନ୍ତୁ ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ରବିବାରେ ଆମିଷ ଭୋଜନ କରନ୍ତୁ ନାହିଁ। ଏହାଦ୍ୱାରା ଅମଙ୍ଗଳ ହୋଇଥାଏ। ଏଥିସହ ରବିବାରେ କେବେ ଖିଅର ହୁଅନ୍ତୁ ନାହିଁ। ଏହି ଦୁଇଟି ଜିନିଷ ରବିବାରେ କରନ୍ତୁ ନାହିଁ। ମଙ୍ଗଳ ହେବ।</p>

Related story