ଜାଣନ୍ତୁ ଛୁଆଙ୍କ ଜନ୍ମଦିନରେ କ’ଣ କଲେ ମଙ୍ଗଳ ହେବ

Ordigital Desk
  • Published: Sunday, 11 March 2018
  • , Updated: 11 March 2018, 01:14 PM IST
<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଜନ୍ମଦିନ ସମସ୍ତଙ୍କ ପାଇଁ ସ୍ୱତନ୍ତ୍ର ଥାଏ। ଜନ୍ମଦିନକୁ ବଡ ଧୁମ୍&zwnj;ଧାମରେ ପାଳନ କରିବାକୁ ସମସ୍ତେ ଚାହାଁନ୍ତି। ଆପଣ ମଧ୍ୟ ନିଜ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କରୁଥିବେ। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଯେତେବେଳେ ଆପଣ ନିଜ ସନ୍ତାନର ଜନ୍ମଦିନ ପାଳନ କରୁଛନ୍ତି ସେତେବେଳେ ଟିକେ ଧ୍ୟାନ ଦିଅନ୍ତୁ। ଜନ୍ମଦିନରେ ପିଲାଙ୍କ ଦେହରେ ଟିକେ ଖସା ତେଲ ମାରି ମାଲସ କରିଦିଅନ୍ତୁ। ଏଥିସହ ପିଲାକୁ ଖସାଲଡୁ ଖାଇବାକୁ ଦିଅନ୍ତୁ। କାରଣ ଖସା ହେଉଛି ବିଘ୍ନ ବିନାଶକ ଶଷ୍ୟ। ଜନ୍ମଦିନରେ ଖସାତେଲ ଓ ଲଡୁ ବ୍ୟବହାର କଲେ ଆଗାମୀ ଦିନରେ ତା ଉପରକୁ ବିଘ୍ନ ଆସିବନାହିଁ। ଏନେଇ ସବିଶେଷ ତଥ୍ୟ ଜାଣିବାକୁ ଦେଖନ୍ତୁ ଏହି ଭିଡିଓ।</p>

Related story