କାହାକୁ ମିଛ କହୁଛନ୍ତି କି?

Ordigital Desk
  • Published: Sunday, 08 April 2018
  • , Updated: 08 April 2018, 12:01 PM IST
<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଆମେ ସମସ୍ତେ ଜାଣିଛୁ ମିଛ କହିବା ମହାପାପ। ତଥାପି ଆମେ କେବେ ନା କେବେ ମିଛ କହିଥିବା। କିଛି ଲୋକ ଉଦ୍ଦେଶ୍ୟମୂଳକ ଭାବେ ଆଉ କିଛି ଲୋକ ବିନା ଉଦ୍ଦେଶ୍ୟରେ ମିଛ କହିଥାନ୍ତି। କିଛି ଲୋକ ଅଛନ୍ତି ମିଛ କହିବା ପରେ ଅନୁତାପ କରନ୍ତି। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ସବୁବେଳେ ମିଛ କହିବା ପାପ ନୁହଁ। କାହାର ମଙ୍ଗଳ କରିବା ପାଇଁ ବା କାହାର ଜୀବନ ବଞ୍ଚାଇବାକୁ ଯାଇ ଆପଣ ଯେତେବେଳେ ମିଛ କହୁଛନ୍ତି ସେ ମିଛ ପାପାରେ ଗଣା ହେବନି। (ଦେଖନ୍ତୁ ଭିଡିଓ)</p>

Related story