ଜାଣନ୍ତୁ, ରାଶି ଅନୁସାରେ ଗାଡ଼ିର ରଙ୍ଗ କ’ଣ ହେବା ଦରକାର

ସାଧାରଣତଃ ଯାନବାହନ କିଣିବା ପୂର୍ବରୁ ଆମେ ଜ୍ୟୋତିଶାସ୍ତ୍ରକୁ ଅନୁକରଣ କରିଥାଉ। ରାଶି ଅନୁସାରେ କେଉଁ ରଙ୍ଗର ଗାଡ଼ି କିଣିଲେ ଭଲ ହୋଇଥାଏ ସେନେଇ ଆମେ ଜ୍ୟୋତିଷ ଶାସ୍ତ୍ର ବିଷାରଦଙ୍କ ପରାମର୍ଶ ନେଉ। ଆସନ୍ତୁ ଜାଣିବା ରାଶି ଅନୁଯାୟୀ କେଉଁ ରଙ୍ଗର ଗାଡି କିଣିବା ଉଚିତ। ମେଷ: ଏହି ରାଶିର ଲୋକେ ନୀଳ ରଙ୍ଗର ଗାଡି କିଣନ୍ତୁ। କଳା ଓ  ବ୍ରାଉନ୍‌ ରଙ୍ଗ ଗାଡ଼ିରୁ ଦୂରେଇ ରୁହନ୍ତୁ। ଗାଡ଼ିରେ ହନୁମାନଙ୍କ ଫଟୋ ଲଗାନ୍ତୁ। ବୃଷ : ଏହି ରାଶିର […]

cars

cars

Rakesh Mallick
  • Published: Saturday, 23 December 2017
  • Updated: 23 December 2017, 01:07 PM IST

Sports

Latest News

ସାଧାରଣତଃ ଯାନବାହନ କିଣିବା ପୂର୍ବରୁ ଆମେ ଜ୍ୟୋତିଶାସ୍ତ୍ରକୁ ଅନୁକରଣ କରିଥାଉ। ରାଶି ଅନୁସାରେ କେଉଁ ରଙ୍ଗର ଗାଡ଼ି କିଣିଲେ ଭଲ ହୋଇଥାଏ ସେନେଇ ଆମେ ଜ୍ୟୋତିଷ ଶାସ୍ତ୍ର ବିଷାରଦଙ୍କ ପରାମର୍ଶ ନେଉ। ଆସନ୍ତୁ ଜାଣିବା ରାଶି ଅନୁଯାୟୀ କେଉଁ ରଙ୍ଗର ଗାଡି କିଣିବା ଉଚିତ।

ମେଷ: ଏହି ରାଶିର ଲୋକେ ନୀଳ ରଙ୍ଗର ଗାଡି କିଣନ୍ତୁ। କଳା ଓ  ବ୍ରାଉନ୍‌ ରଙ୍ଗ ଗାଡ଼ିରୁ ଦୂରେଇ ରୁହନ୍ତୁ। ଗାଡ଼ିରେ ହନୁମାନଙ୍କ ଫଟୋ ଲଗାନ୍ତୁ।

ବୃଷ : ଏହି ରାଶିର ଲୋକେ ଧଳା ରଙ୍ଗର ଗାଡ଼ି କିଣନ୍ତୁ। ଲାଲ୍‌ ରଙ୍ଗ ଗାଡିରୁ ଦୂରେଇ ରୁହନ୍ତୁ। ଗାଡିରେ ଶିବଙ୍କ ଫଟୋ ରଖନ୍ତୁ।

ମିଥୁନ: ଏହି ରାଶିର ବ୍ୟକ୍ତିମାନେ ସବୁଜ  ରଙ୍ଗର ଗାଡ଼ି କିଣନ୍ତୁ। ଯଦି ପାରୁଛନ୍ତି  ଗାଡ଼ିରେ ଭଗବାନ ଗଣେଶ ଫଟୋ ଅବା ମୂର୍ତ୍ତି ରଖନ୍ତୁ।

କର୍କଟ:  ଧଳା ଓ ଲାଲ ରଙ୍ଗର ଗାଡି ଏହି ରାଶିର ବ୍ୟକ୍ତିମାନଙ୍କୁ ଭଲ ହୋଇଥାଏ। ଗାଡ଼ିରେ ହନୁମାନଙ୍କ ଫଟୋ ରଖନ୍ତୁ।

ସିଂହ: ଏମାନଙ୍କ ପାଇଁ  ଧୂସର (ଗ୍ରେ) ଶେଡସ୍ ରଙ୍ଗର ଗାଡ଼ି ଭଲ ପଡ଼ିଥାଏ। ଗାଡ଼ିରେ  ଗାୟତ୍ରୀ ମନ୍ତ୍ର ଲେଖି ଲଗାନ୍ତୁ।

କନ୍ୟା:  ଧଳା ଓ ନୀଳ ରଙ୍ଗର ଗାଡ଼ି ଏମାନଙ୍କ ପାଇଁ ଭଲ ହୋଇଥାଏ। ଲାଲ ରଙ୍ଗର ଗାଡି ଠାରୁ ଦୂରେଇ ରୁହନ୍ତୁ। ଗାଡ଼ିରେ ଭଗବାନ କୃଷ୍ଣଙ୍କ ଫଟୋ ରଖନ୍ତୁ।

ତୁଳା: ଏହି ରାଶିର ଲୋକେ କଳା ଓ ନୀଳ ରଙ୍ଗର ଗାଡ଼ି କିଣନ୍ତୁ। ଗାଡ଼ି ଆଗରେ ଏକ ଛୋଟ ସ୍ୱସ୍ତିକ ଚିହ୍ନ ଲଗାନ୍ତୁ।

ବିଚ୍ଛା: ଏହି ରାଶିର ବ୍ୟକ୍ତି ଧଳା ରଙ୍ଗର ଗାଡି କିଣନ୍ତୁ। କଳା ରଙ୍ଗର ଗାଡି କିଣନ୍ତୁ ନାହିଁ। ଗାଡ଼ିରେ ଶିବଙ୍କ ଫଟୋ ଲଗାନ୍ତୁ।

ଧନୁ: ‌ଏହି ରାଶିର ବ୍ୟକ୍ତି ଲାଲ ଓ ସିଲଭର୍‌ ରଙ୍ଗର ଗାଡି କିଣନ୍ତୁ। କଳା ଓ ସବୁଜ ରଙ୍ଗର ଗାଡିଠାରୁ ଦୂରେଇ ରୁହନ୍ତୁ। ଗାଡ଼ିରେ ହନୁମନ ଚାଳିଶା ବହି ରଖନ୍ତୁ।

ମକର: ଧଳା ଓ ଗ୍ରେ  ରଙ୍ଗର ଗାଡି ଏହି ରାଶିର ଲୋକେ କିଣନ୍ତୁ। ଲାଲ ଓ ସବୁଜ ରଙ୍ଗର ଗାଡି ବ୍ୟବହାର କରନ୍ତୁ ନାହିଁ। ଗାଡିରେ ଶ୍ରୀକୃଷ୍ଣଙ୍କ ବିଗ୍ରହ ରଖନ୍ତୁ।

କୁମ୍ଭ: ସବୁଜ, ଧଳା ଓ ଗ୍ରେ  ରଙ୍ଗର ଗାଡି ଏମାନଙ୍କ ପାଇଁ ଭଲ ହୋଇଥାଏ। ଗାଡିରେ ଶିବଙ୍କ ମୂର୍ତ୍ତି ଅବା ଫଟୋ ରଖିବାକୁ ଭୁଲନ୍ତୁ ନାହିଁ।

ମୀନ: ଏହି ରାଶିର ଲୋକେ ସୁନେଲୀ, ହଳଦିଆ କିମ୍ୱା ଧଳା ଗାଡି କିଣନ୍ତୁ। ଗାଡ଼ିରେ ହନୁମାନ ଫଟୋ ନିହାତି ରଖନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story