ପୋଲିସ୍‌ର ଦୁର୍ବ୍ୟବହାର ପ୍ରତିବାଦରେ କୋରାପୁଟ ବନ୍ଦ

କୋରାପୁଟ: ଓକିଲଙ୍କୁ ପୋଲିସ୍‌ର ଦୁର୍ବ୍ୟବହାର ପ୍ରତିବାଦରେ କୋରାପୁଟ୍ ବାର୍ ଆସୋସିଏସନ୍ ପକ୍ଷରୁ ଆଜି କୋରାପୁଟରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ବାର୍ ଆସୋସିଏସନ୍‌ର କର୍ମକର୍ତ୍ତାମାନେ ସହରର ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହିତ ରାସ୍ତା ଅବରୋଧ କରିଛନ୍ତି। ଦୋକାନ ବଜାର ବନ୍ଦ ରହିବା ସହିତ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଫଳରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି।

koraput

Rakesh Mallick
  • Published: Wednesday, 20 July 2016
  • , Updated: 20 July 2016, 09:27 AM IST

Related story