ଏହି ରାଶିର ପୁରୁଷଙ୍କୁ ମିଳିଥାଏ ସୁନ୍ଦରୀ ସ୍ତ୍ରୀ

ବିବାହର ବେଶ୍‌ ମହତ୍ତ୍ୱ ରହିଛି ଆମ ଦେଶରେ। ଭାରତୀୟ ସଂସ୍କୃତିରେ ବଂଶ ରକ୍ଷା ଓ ସମାଜ ରକ୍ଷା ପାଇଁ ପୁରୁଷ ଓ ସ୍ତ୍ରୀ ମିଳନକୁ ବିବାହର ଆଖ୍ୟା ଦିଆଯାଇଛି। ପରସ୍ପର ସହ ଉପଯୁକ୍ତ ମେଳ ଖାଉଥିବା ଦୁଇଟି ଅଚିହ୍ନା ମଣିଷଙ୍କୁ ଏକାଠି କରିବାର ପରମ୍ପରା ହେଉଛି ଏହି ବିବାହ। ସେମିତି ଦେଖିବାକୁ ଗଲେ ପ୍ରତ୍ୟେକ ପୁଅର ଇଚ୍ଛ ଥାଏ ତାକୁ ସୁନ୍ଦରୀ ସ୍ତ୍ରୀ ମିଳୁ। ହେଲେ ଭାଗ୍ୟରେ ଯାହା ଥାଏ ତା ହିଁ ହୋଇଥାଏ। ହେଲେ ଜଣିଛନ୍ତି, […]

Apple Begins Selling iPhone 5 S/C In Berlin

Rakesh Mallick
  • Published: Friday, 02 March 2018
  • , Updated: 02 March 2018, 05:41 PM IST

ବିବାହର ବେଶ୍‌ ମହତ୍ତ୍ୱ ରହିଛି ଆମ ଦେଶରେ। ଭାରତୀୟ ସଂସ୍କୃତିରେ ବଂଶ ରକ୍ଷା ଓ ସମାଜ ରକ୍ଷା ପାଇଁ ପୁରୁଷ ଓ ସ୍ତ୍ରୀ ମିଳନକୁ ବିବାହର ଆଖ୍ୟା ଦିଆଯାଇଛି। ପରସ୍ପର ସହ ଉପଯୁକ୍ତ ମେଳ ଖାଉଥିବା ଦୁଇଟି ଅଚିହ୍ନା ମଣିଷଙ୍କୁ ଏକାଠି କରିବାର ପରମ୍ପରା ହେଉଛି ଏହି ବିବାହ। ସେମିତି ଦେଖିବାକୁ ଗଲେ ପ୍ରତ୍ୟେକ ପୁଅର ଇଚ୍ଛ ଥାଏ ତାକୁ ସୁନ୍ଦରୀ ସ୍ତ୍ରୀ ମିଳୁ। ହେଲେ ଭାଗ୍ୟରେ ଯାହା ଥାଏ ତା ହିଁ ହୋଇଥାଏ। ହେଲେ ଜଣିଛନ୍ତି, ଜ୍ୟୋତିଷ ଶାସ୍ତ୍ରରେ ୩ଟି ଏମିତି ରାଶି କଥା କୁହାଯାଇଛି, ଯାହାଙ୍କୁ ସବୁବେଳେ ସୁନ୍ଦରୀ ସ୍ତ୍ରୀ ହିଁ ମିଳିଥାଏ। ଏ କଥା ପଢି ଆପଣ ବି ସ୍ୱପ୍ନ ଦେଖିବେଣି। ତା’ ହେଲେ ଆସନ୍ତୁ ଜାଣିବା ସେହି ୩ଟି ରାଶି ଭିତରେ ଆପଣଙ୍କ ରାଶିର ନାଁ ନାହିଁ ତ ?

ସିଂହ- ଏହି ରାଶି ବ୍ୟକ୍ତିଙ୍କର ବିବାହ ସୁନ୍ଦରୀ ଝିଅଙ୍କ ସହ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ରାଶିର ପୁରୁଷ କେବେ ତାଙ୍କର ସ୍ତ୍ରୀଙ୍କୁ ଧୋକ୍କା ଦିଅନ୍ତି ନାହିଁ।  ଏମାନେ ନିଜ ସ୍ତ୍ରୀକୁ ଅଧିକ ଭଲ ପାଆନ୍ତି। ଏମାନେ ସୁଖ ଓ ଦୁଃଖରେ  ନିଜ ସ୍ତ୍ରୀଙ୍କ ସାଥିରେ ହିଁ ରହିଥାନ୍ତି।

କନ୍ୟା-  ଏହି ରାଶିର ପୁରୁଷ ସୁନ୍ଦର ଓ ଆକର୍ଷକ ହୋଇଥାନ୍ତି। ଜ୍ୟୋତିଷଶାସ୍ତ୍ର ଅନୁସାରେ ଏହି ରାଶିର ପୁରୁଷଙ୍କ ବିବାହ ସୁନ୍ଦରୀ ଝିଅଙ୍କ ସହ ହୋଇଥାଏ। ଏମାନେ ନିଜ ସ୍ତ୍ରୀଙ୍କୁ ବହୁତ ଭଲ ପାଆନ୍ତି।  ଏମାନଙ୍କର ବ୍ୟକ୍ତିତ୍ୱ ଓ  ଗୁଣଗ୍ରାହୀ ବ୍ୟବହାର ଲାଗି ଝିଅମାନେ ଶୀଘ୍ର  ଫଶିଯାଆନ୍ତି।

ମକର- ଏହି ରାଶିର ପୁରୁଷଙ୍କୁ ସୁନ୍ଦରୀ ଓ ଆକର୍ଷକ ସ୍ତ୍ରୀ ମିଳିଥାଏ। ଏହି ରାଶିର ପୁରୁଷ ନିଜର ଆକର୍ଷକ ବ୍ୟକ୍ତିତ୍ୱ ଯୋଗୁଁ ଝିଅମାନେ ଶୀଘ୍ର ଆପଣାର କରିନିଅନ୍ତି। ଏହି ରାଶିର ପୁରୁଷ ଅଧିକ କଥା ହୋଇଥାନ୍ତି। ଏମାନେ ନିଜର ସ୍ତ୍ରୀ ସବୁବେଳେ ସରପାଇଜ୍‌ ଦେବାକୁ ଅଧିକ ପସନ୍ଦ କରନ୍ତି ।

 

Related story