ଗୋଲମରିଚ ଖାଦ୍ୟର ସ୍ୱାଦ ବଢାଇବାକୁ ବ୍ୟବହାର କରାଯାଇଥାଏ। ଏହି ଛୋଟ ଗୋଲମରିଚ ବଡ ବଡ ସମସ୍ୟାକୁ ମଧ୍ୟ ଦୂର କରିବାରେ ସହାୟକ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ରରେ ଏହାର ବିସ୍ତ୍ରୁତି ବିବରଣୀ ରହିଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହାର ବ୍ୟବହାର ଭାଗ୍ୟ ବଦଳାଇପାରେ। ତାହେଲେ ଆସନ୍ତୁ କ’ଣ କଲେ ଏହି ଗୋଲମରିଚ ଆପଣଙ୍କ ଭାଗ୍ୟୋଦୟରେ ସହାୟକ ହେବ।
- ପାଞ୍ଚଟି ଗୋଲମରିଚକୁ ରୁମାଲରେ ବାନ୍ଧି ଟଙ୍କା ରଖୁଥିବା ସ୍ଥାନରେ ରଖିଦିଅନ୍ତୁ। ଅର୍ଥାଭାବ ସମସ୍ୟା ଦୂର ହୋଇଯିବ।
- କୌଣସି ମଙ୍ଗଳବାର ଏକ ମୁଠା ଗୋଲମରିଚକୁ ଅଟାରେ ମିଶାଇ ଗରିବଙ୍କୁ ଦାନ କଲେ ଘରେ ସୁଖ ସମ୍ରୁଦ୍ଧି ବଢିବ।
- ଜଳରେ ଗୋଲମରିଚ ପକାଇ ଭଗବାନ ସୂର୍ଯ୍ୟଙ୍କୁ ଅର୍ପଣ କଲେ ଘରେ ନକାରାତ୍ମକ ପ୍ରଭାବ ଦୂର ହୋଇଯିବ।
- ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ଲାଗିରହୁଥିଲେ ଆଳତି ସମୟରେ କର୍ପୁର ସହ ଗୋଲମରିଚ ପକାଇ ଆଳତି କଲେ ଏହାର ଶୀଘ୍ର ସମାଧାନ ହୋଇଯାଏ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ରାଜ୍ୟରେ HMPV ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି
ଭାରତ ସରକାରଙ୍କ ଯାହା ଗାଇଡଲାଇନ୍ ଆସିବ ପାଳନ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ।
Lifestyle
ଶୀତଦିନେ ନଗାଧୋଇଲେ ବଢ଼େ ଆୟୁଷ! ଜାଣନ୍ତୁ କ'ଣ କହୁଛନ୍ତି ବିଶେଷଜ୍ଞ
ଡକ୍ଟର ରେବେକ୍କା ପିଣ୍ଟୋ ନଗାଧୋଇବାର ଲାଭ ବିଷୟରେ କରିଥିବା ଦାବିକୁ ନେଇ କୌଣସି ଗବେଷଣାତ୍ମକ ପ୍ରମାଣ ଶେୟାର କରିନାହାନ୍ତି।
Food
ବଡ଼ ଦିନରେ ଘରେ ପ୍ରସ୍ତୁତ କରନ୍ତୁ ଚିକେନର ଏହି ସୁନ୍ଦର ରେସିପି
ଏହାକୁ ଗରମାଗରମ ରୁଟି, ନାନ କିମ୍ବା ଭାତ ସହ ଖାଇପାରିବେ।
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।