ଫାଶି ଖୁଣ୍ଟ ପାଖରେ ପହଞ୍ଚିବା ଆଗରୁ ଚାଲିଗଲା ଜୀବନ: ମୁମ୍ବାଇ ବିସ୍ଫୋରଣ ଅଭିଯୁକ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଫାଶି ଆଗରୁ ମୃତ୍ୟୁ। ବହୁଚର୍ଚ୍ଚିତ ମୁମ୍ବାଇ ୯୩ ବ୍ଲାଷ୍ଟ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତ ମୁସ୍ତାଫା ଦୋଶାଙ୍କ ଆଜି ମୃତ୍ୟୁ ଘଟିଛି। ଜେଲରେ ଥିବା ବେଳେ ମୁସ୍ତାଫା ଅସୁସ୍ଥ ଅନୁଭବ କରିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ  ମୁମ୍ବାଇର ଜେ.ଜେ. ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ତାଙ୍କର ମୃତ୍ୟୁ ଘଟିଥିଲା।  ତେବେ ରକ୍ତଚାପ ଏବଂ ଡାଇବେଟିସ ଯୋଗୁ ମୃତ୍ୟୁ ଘଟିଥିବା ଡାକ୍ତର କହିଛନ୍ତି। ଗତକାଲି ରାତି ୩ଟାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା […]

accuse

accuse

Rakesh Mallick
  • Published: Wednesday, 28 June 2017
  • Updated: 28 June 2017, 07:49 PM IST

Sports

Latest News

ନୂଆଦିଲ୍ଲୀ: ଫାଶି ଆଗରୁ ମୃତ୍ୟୁ। ବହୁଚର୍ଚ୍ଚିତ ମୁମ୍ବାଇ ୯୩ ବ୍ଲାଷ୍ଟ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତ ମୁସ୍ତାଫା ଦୋଶାଙ୍କ ଆଜି ମୃତ୍ୟୁ ଘଟିଛି। ଜେଲରେ ଥିବା ବେଳେ ମୁସ୍ତାଫା ଅସୁସ୍ଥ ଅନୁଭବ କରିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ  ମୁମ୍ବାଇର ଜେ.ଜେ. ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ତାଙ୍କର ମୃତ୍ୟୁ ଘଟିଥିଲା।  ତେବେ ରକ୍ତଚାପ ଏବଂ ଡାଇବେଟିସ ଯୋଗୁ ମୃତ୍ୟୁ ଘଟିଥିବା ଡାକ୍ତର କହିଛନ୍ତି। ଗତକାଲି ରାତି ୩ଟାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ଏଠାରେ ସୂଚନାଯୋଗ୍ୟ ଯେ,  ମୁମ୍ବାଇ ବିସ୍ଫୋରଣ ଘଟଣାରେ ସିବିଆଇର ସ୍ୱତନ୍ତ୍ର କୋର୍ଟ ମୁସ୍ତାଫାଙ୍କ ସମେତ  ୪ ଜଣଙ୍କୁ ଦୋଶୀ ସାବ୍ୟସ୍ତ କରିଥିଲେ। ଜୁନ୍‌ ୧୬ରେ ଏହି ରାୟ ଆସିଥିବା ବେଳେ ମୁସ୍ତାଫାଙ୍କ ସମେତ  ୪ ଜଣଙ୍କୁ ଫାଶି ଦଣ୍ଡାଦେଶ ହୋଇଥିଲା।  ହେଲେ ସେ ଫାଶି  ପାଇବା ଆଗରୁ ଆଜି ତାଙ୍କର ମୃତ୍ୟୁ ଘଟିଛି। ପ୍ରକାଶ ଯେ, ମୁମ୍ବାଇ ବିସ୍ଫୋରଣରେ ୨୫୭ ଜଣଙ୍କ ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story