କୁତୁଡି ଜଙ୍ଗଲରେ ଏସ୍‌ଓଜି ଓ ମାଓବାଦୀ ଗୁଳିବିନିମୟ

କୋରାପୁଟ: କୋରାପୁଟ ଜିଲ୍ଲା ନାରାୟଣପାଟଣା ବିଜାଘାଟି ପଞ୍ଚାୟତ କୁତୁଡି ଜଙ୍ଗଲରେ ଗତକାଲି ରାତିରେ ଏସ୍‌ଓଜି ଓ ମାଓବାଦୀ ଗୁଳିବିନିମୟ ହୋଇଛି। ଆଜି ମଧ୍ୟ ଗୁଳିବିନିୟ ଜାରି ରହିଥିବା ଜଣାପଡ଼ିଛି। ମାତ୍ର ଏଥିରେ କେହି ମୃତାହତ ହୋଇଥିବା ଜଣାପଡ଼ିନି। ପଞ୍ଚାୟତ ନିର୍ବାଚନ ସମୟରେ ମାଓ ପ୍ରଭାବିତ ଅଞ୍ଚଳରେ ଏସ୍‌ଓଜିର ଏପରି ସର୍ଚ୍ଚ ଅପରେଶନ ଭୋଟରଙ୍କ ମନବଳକୁ ସୁଦୃଢ଼ କରିବ ବୋଲି ମତପ୍ରକାଶ ପାଉଛି। ଗତ ୧ ତାରିଖରେ ସୁଙ୍କି ଘାଟିରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୮ ପୋଲିସ କର୍ମଚାରୀ ସହିଦ […]

naxal

Rakesh Mallick
  • Published: Friday, 10 February 2017
  • , Updated: 10 February 2017, 09:08 AM IST

କୋରାପୁଟ: କୋରାପୁଟ ଜିଲ୍ଲା ନାରାୟଣପାଟଣା ବିଜାଘାଟି ପଞ୍ଚାୟତ କୁତୁଡି ଜଙ୍ଗଲରେ ଗତକାଲି ରାତିରେ ଏସ୍‌ଓଜି ଓ ମାଓବାଦୀ ଗୁଳିବିନିମୟ ହୋଇଛି। ଆଜି ମଧ୍ୟ ଗୁଳିବିନିୟ ଜାରି ରହିଥିବା ଜଣାପଡ଼ିଛି। ମାତ୍ର ଏଥିରେ କେହି ମୃତାହତ ହୋଇଥିବା ଜଣାପଡ଼ିନି। ପଞ୍ଚାୟତ ନିର୍ବାଚନ ସମୟରେ ମାଓ ପ୍ରଭାବିତ ଅଞ୍ଚଳରେ ଏସ୍‌ଓଜିର ଏପରି ସର୍ଚ୍ଚ ଅପରେଶନ ଭୋଟରଙ୍କ ମନବଳକୁ ସୁଦୃଢ଼ କରିବ ବୋଲି ମତପ୍ରକାଶ ପାଉଛି।

ଗତ ୧ ତାରିଖରେ ସୁଙ୍କି ଘାଟିରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୮ ପୋଲିସ କର୍ମଚାରୀ ସହିଦ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇ ବିଶାଖାପାଟଣାରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣାରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ କରାଯାଉଥିଲା।

Related story