ଘର କୋଣରେ ଅଳିଆ ଜମା କରି ରଖନ୍ତି କି? ସମସ୍ୟାରେ ପଡ଼ିପାରନ୍ତି

Ordigital Desk
  • Published: Sunday, 22 April 2018
  • , Updated: 22 April 2018, 12:17 PM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମେ ପ୍ରତିଦିନ ଘର ଝାଡୁ କରୁ। କିଛି ଲୋକ ଅଛନ୍ତି ଘର ଝାଡୁ କରିବା ପରେ ଅଳିଆକୁ ବାହାରକୁ ନ କାଢ଼ି ଘରର କୌଣସି ଏକ କୋଣରେ ଜମା କରି ରଖନ୍ତି। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଏପରି କରିବା ଅନୁଚିତ। କେବେବି ଘରର କୌଣସି କୋଣରେ ଅଳିଆ ଜମା କରି ରଖନ୍ତୁ ନାହିଁ। ଏଥିସହ ଘରେ ଯଦି ବୁଢ଼ିଆଣୀ ବସା ହେଉଛି ତେବେ ତାକୁ ଭାଙ୍ଗି ଦିଅନ୍ତୁ। କେବେବି ଘରେ ବୁଢ଼ିଆଣୀକୁ ବସା ବାନ୍ଧିବାକୁ ଦିଅନ୍ତୁ ନାହିଁ। ଏହାଦ୍ୱାରା ଅମଙ୍ଗଳ ହୋଇଥାଏ ଏବଂ ପରିବାରରେ ଅଶାନ୍ତି ଦେଖା ଦେଇଥାଏ। (ଦେଖନ୍ତୁ ଭିଡିଓ)</p>

Related story