ଆଉଟ୍‌ଲୁକ ପୁରସ୍କାର: ନବୀନଙ୍କ ଟ୍ୱିଟ୍‌ ଉପରେ କିଏ କେମିତି କରିଛନ୍ତି ରି-ଟ୍ୱିଟ୍

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର):ଦେଶର ଶ୍ରେଷ୍ଠ ପ୍ରଶାସକ ଭାବେ  ପୁରସ୍କାର ପାଇବା ପରେ ପୁଣି ଥରେ ଜାତୀୟସ୍ତରରେ ଚର୍ଚ୍ଚାକୁ ଆସିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରସିଦ୍ଧ ଇଂରାଜୀ ପତ୍ରିକା ‘ଆଉଟ୍‌ଲୁକ୍‌’ ପକ୍ଷରୁ ଏହି ସମ୍ମାନ ମିଳିବା ପରେ ବିଭିନ୍ନ ମହଲରୁ ତାଙ୍କ ପ୍ରତି ଶୁଭେଚ୍ଛାର ସୁଅ ଛୁଟିଥିବା ବେଳେ କେହି କେହି ସମାଲୋଚନା ମଧ୍ୟ କରୁଛନ୍ତି। ବିଶେଷ କରି ବିରୋଧୀ ରାଜନୈତିକ ଦଳ ଏବଂ ନେତାଙ୍କ ଟାର୍ଗେଟ ହୋଇଛନ୍ତି ନବୀନ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍‌ […]

cm-13

cm-13

Rakesh Mallick
  • Published: Saturday, 19 August 2017
  • Updated: 19 August 2017, 05:58 PM IST

Sports

Latest News

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର):ଦେଶର ଶ୍ରେଷ୍ଠ ପ୍ରଶାସକ ଭାବେ  ପୁରସ୍କାର ପାଇବା ପରେ ପୁଣି ଥରେ ଜାତୀୟସ୍ତରରେ ଚର୍ଚ୍ଚାକୁ ଆସିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରସିଦ୍ଧ ଇଂରାଜୀ ପତ୍ରିକା ‘ଆଉଟ୍‌ଲୁକ୍‌’ ପକ୍ଷରୁ ଏହି ସମ୍ମାନ ମିଳିବା ପରେ ବିଭିନ୍ନ ମହଲରୁ ତାଙ୍କ ପ୍ରତି ଶୁଭେଚ୍ଛାର ସୁଅ ଛୁଟିଥିବା ବେଳେ କେହି କେହି ସମାଲୋଚନା ମଧ୍ୟ କରୁଛନ୍ତି।

ବିଶେଷ କରି ବିରୋଧୀ ରାଜନୈତିକ ଦଳ ଏବଂ ନେତାଙ୍କ ଟାର୍ଗେଟ ହୋଇଛନ୍ତି ନବୀନ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍‌ କରି ନିଜ ମତ ରଖିଛନ୍ତି। ସେ ଲେଖିଛନ୍ତି ଯେ, ‘ଭାରତରେ ଓଡ଼ିଶାକୁ  ଏକ ନମ୍ବର ରାଜ୍ୟ ଭାବେ ଗଢି ତୋଳିବା ଆମର ସ୍ବପ୍ନ । ଆପଣଙ୍କ ବିଶ୍ବାସକୁ ସମ୍ମାନ ପ୍ରଦାନ ସୂରୁପ ଏହାକୁ ବାସ୍ତବରୂପ ଦେବାକୁ ଆମେ ସଂକଳ୍ପବଦ୍ଧ। ଜୟ ଜଗନ୍ନାଥ।’ ତେବେ ଏହି ଟ୍ୱିଟକୁ ନେଇ ଅନେକ ରିଟ୍ବିଟ୍‌ କରି ନିଜର ପ୍ରତିକ୍ରିୟା ରଖିଛନ୍ତି।  ନବୀନଙ୍କ ଏହି ମତକୁ କେତେକ ସ୍ବାଗତ କରିଥିବା କେତେଜଣ ସମାଲୋଚନା ମଧ୍ୟ କରିଛନ୍ତି। ଆଉ କେତେକ କଟାକ୍ଷ ମଧ୍ୟ କରିଛନ୍ତି। ସମର୍ଥକଙ୍କ କହିବା ଅନୁଯାୟୀ ଆପଣ(ନବୀନ ପଟ୍ଟନାୟକ)ଙ୍କ ସ୍ବପ୍ନ ନିଶ୍ଚୟ ପୂରଣ ହେବ।

ଅନ୍ୟପକ୍ଷରେ ସମାଲୋଚନାକାରୀଙ୍କ ମତରେ ଯଦି ଆପଣ ଏମିତି ଶହେ ବର୍ଷ ଶାସନରେ ରୁହନ୍ତି ତେବେ ଓଡ଼ିଶାର ଉନ୍ନତ୍ତିରେ କୌଣସି ପରିବର୍ତ୍ତନ ଆସିବ ନାହିଁ। ସ୍ୱପ୍ନ କେବଳ ସ୍ୱପ୍ନରେ ରହିଯିବ। ତେବେ ଉପରୋକ୍ତ ଟ୍ୱିଟ୍‌କୁ ନେଇ ହୋଇଥିବା କିଛି ରି-ରିଟ୍ୱକୁ ଏଠାରେ ଉଲ୍ଲେଖ କରାଯାଉଉଛି । ନବୀନଙ୍କୁ ସମର୍ଥନ କରି ବିମଳ ଚନ୍ଦ୍ର ସାମନ୍ତଙ୍କ କହିବା ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ସମସ୍ତ ଓଡ଼ିଆ ତାଙ୍କୁ ସାଥ୍ ଦେବାକୁ ସେ ନିବେଦନ କରିଛନ୍ତି। ଆଉଜଣେ ସମର୍ଥକ ତପନ କୁମାର ନାୟକଙ୍କ କହିବା ଅନୁଯାୟୀ ଆପଣଙ୍କ ନିଷ୍ଠାପରତା, କଠିନ ପରିଶ୍ରମ ଏବଂ ସାଧୁତା ରାଜ୍ୟକୁ ଏକ ନମ୍ବର କରିପାରିବ।

ବିରୁପାକ୍ଷ ପ୍ରଧାନଙ୍କ ମତ ହେଉଛି ବିଜୁବାବୁ ଥିଲେ ଜଣେ ଦୂରଦର୍ଶି ନେତା ଥିଲେ। ଆପଣଙ୍କ ପଛରେ ସାରା ଓଡ଼ିଶା  ରହିଛି। ନିଶ୍ଚୟ ସ୍ବପ୍ନ ପୂରଣ ହେବ ବୋଲି ସେ ଲେଖିଛନ୍ତି। ସେହିପରି ଲଲାଟ ନାକୟ ନିଜ ମତ ରଖିବାକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଏହା ଏକ ମହତ  ସ୍ୱପ୍ନ । କିନ୍ତୁ ରାଜ୍ୟରୁ ପ୍ରଥମେ ଦୁର୍ନୀତି ହଟିବା ଜରୁରୀ । ସେହିପରି ଆଇନକୁ କଡ଼ା ଭାବେ କାର୍ଯ୍ୟକାରୀ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି।

ଅନ୍ୟପକ୍ଷରେ ସମାଲୋଚନା କରିବାକୁ ଯାଇ ସ୍ମୁତି ବର୍ଦ୍ଧନ ଲେଖିଛନ୍ତି ଯେ, ସ୍ବପ୍ନ ସାକାର କରିବାକୁ ହେଲେ ଆପଣଙ୍କୁ ଜାଗ୍ରତ ହେବାକୁ ପଡ଼ିବ। ବିଗତ ୧୭ ବର୍ଷ ହେଲା ଆପଣ ଶୋଇ ରହିଛନ୍ତି। ଏମିତି ଗୋଟେ/ଦୁଇଟା ପୁରସ୍କାର ପାଇ ଆମକୁ ଆପଣ ବୋକା ବନାଉଚନ୍ତି।  ସେହିପରି କମଲ ଲୋଚନ ଲେଖିଛନ୍ତି ଯେ, ଯଦି ଆପଣ ଏମିତି ଆଉ ୨୦ ବର୍ଷ ଶାସନରେ ରୁହନ୍ତି  ତଥାପି ରାଜ୍ୟକୁ ଏକ ନମ୍ବର କରିବାର ସ୍ୱପ୍ନ ସ୍ବପ୍ନରେ ହିଁ ରହିଯିବ। ଏମିତି ଅନେକ ମତ ପ୍ରକାଶ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story