ଫସିଯିବେ ଗ୍ରାହକ: ଟଙ୍କା ଗଲା ଏବେ ଜମି ଯିବ

ଭୁବନେଶ୍ୱର: ରାଜଧାନୀରେ ସରକାରୀ ଜମିକୁ କବଜା କରି ଶଗମାଛ ମୂଲ୍ୟରେ ବିକ୍ରି କରି ଦଲାଲ କୋଟି କୋଟି ଟଙ୍କା ରୋଜଗାର କଲେ। ଘଟଣା ପଦାକୁ ଆସିବା ପରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଯାଇଛି। ଯେଉଁଥିରେ ଫସିବାକୁ ଯାଉଛନ୍ତି ଜମି କିଣିଥିବା ବ୍ୟକ୍ତି। ରାଜଧାନୀ ଉପକଣ୍ଠ ଭରତପୁର ଓ ଶାମପୁର ସରକାରୀ ଜମିରେ ହୋଇଥିବା ବେଆଇନ ନିର୍ମାଣ ଆସନ୍ତାକାଲି ଭଙ୍ଗାଯିବ ବୋଲି ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ୱାରା ଘୋଷଣା କରାଯାଇଛି। ଏହାପରେ ଜମି କ୍ରେତାଙ୍କ ମଧ୍ୟରେ ଭାଳେଣି […]

land

land

Rakesh Mallick
  • Published: Wednesday, 22 March 2017
  • Updated: 22 March 2017, 08:15 PM IST

Sports

Latest News

ଭୁବନେଶ୍ୱର: ରାଜଧାନୀରେ ସରକାରୀ ଜମିକୁ କବଜା କରି ଶଗମାଛ ମୂଲ୍ୟରେ ବିକ୍ରି କରି ଦଲାଲ କୋଟି କୋଟି ଟଙ୍କା ରୋଜଗାର କଲେ। ଘଟଣା ପଦାକୁ ଆସିବା ପରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଯାଇଛି। ଯେଉଁଥିରେ ଫସିବାକୁ ଯାଉଛନ୍ତି ଜମି କିଣିଥିବା ବ୍ୟକ୍ତି। ରାଜଧାନୀ ଉପକଣ୍ଠ ଭରତପୁର ଓ ଶାମପୁର ସରକାରୀ ଜମିରେ ହୋଇଥିବା ବେଆଇନ ନିର୍ମାଣ ଆସନ୍ତାକାଲି ଭଙ୍ଗାଯିବ ବୋଲି ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ୱାରା ଘୋଷଣା କରାଯାଇଛି। ଏହାପରେ ଜମି କ୍ରେତାଙ୍କ ମଧ୍ୟରେ ଭାଳେଣି ପଡି ଯାଇଛି। ଦଲାଲ ଟଙ୍କା ନେଇଗଲା, ସରକାର ଏବେ ଜମି ନେଇ ଯିବେ ଏହି ଚିନ୍ତାରେ ଏବେ ଘାରି ହେଉଛନ୍ତି କ୍ରେତା। ସାମାନ୍ୟ ଲୋଭରେ ଲକ୍ଷ ଲକ୍ଷ ଟଙ୍କାର ସରକାରୀ ଜମିକୁ ଶାଗମାଛ ମୂଲ୍ୟରେ କିଣିଥିବା ଏହି କ୍ରେତାମାନେ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି।

ଭରତପୁର ଅଞ୍ଚଳରେ ଏକର ଏକର ସରକାରୀ ଜମି ଜବରଦଖଲ କରି ଦଲାଲ ବିକ୍ରି କରୁଥିବା ଆଜି ଓଟିଭିରେ ପ୍ରସାରିତ ହେବା ପରେ ପ୍ରଶାସନର ନିଦ୍ରାଭଙ୍ଗ ହୋଇଛି। ବିଡିଏ, ବିଏମ୍‌ସି ଓ ସାଧାରଣ ପ୍ରଶାସନ ବିଭାଗ (ଜିଏ)ର ମିଳିତ ସ୍କ୍ୱର୍ଡ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଏହାସହ ଜମି ମାପଚୁପ ମଧ୍ୟ ହୋଇଛି। କେତେ ଜମି ଜବରଦଖଲ ହୋଇଛି, କେତେ ଟଙ୍କାରେ ବିକ୍ରି ହୋଇଛି, କିଏ ବିକ୍ରି କରିଛି ତାହାର ଯାଞ୍ଚ କରିଥିଲେ ତଦନ୍ତାକରୀ ଟିମ୍‌।

ବେଆଇନ କାରବାରରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଏ ବିଭାଗ ଇଷ୍ଟେଟ୍‌ ନିର୍ଦ୍ଦେଶକ ଦେବେନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। ଏହାବାଦ ପ୍ରାମାଣିକ ତଥ୍ୟ ମିଳିଲେ ଫୌଜଦାରୀ ମାମଲା ରୁଜୁ ହେବ ବୋଲି ସେ କହିସାରିଛନ୍ତି।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ବର୍ଷ ବର୍ଷ ଧରି ରାଜଧାନୀରେ ଏପରି କାରବାର ଚାଲିଛି। ସରକାରୀ ଜମିକୁ ବିକି ଦଲାଲ କୋଟି କୋଟି ଟଙ୍କା ରୋଜଗାର କରିଛନ୍ତି। ଏବେ ଏହି ଦଲାଲ ମାନଙ୍କୁ ସରକାର କେମିତି କାବୁ କରିବେ। ଯଦି କାବୁ କଲେ ସେମାନଙ୍କ ପାଖରୁ ହଡ଼ପ ଅର୍ଥ ଆଦାୟ ହୋଇ ପାରିବ କି ନାହିଁ, ସେମାନଙ୍କ ବିରୋଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story