ସକାରାତ୍ମକ ଚିନ୍ତାଧାରା ଦୂର କରେ ସବୁ ସମସ୍ୟା

ଖାଇବା, ପିଇବା, ଶୋଇବା, ଉଠିବା, ମନୋରଞ୍ଜନ ଓ ବ୍ୟାୟାମ କରିବା ଆମ ଜୀବନଶୈଳୀର ଏକ ଅଂଶ। ହେଲେ ଆଜିକାଲି ବ୍ୟସ୍ତ ଜୀବନରେ ଏସବୁ କାମ ଠିକ୍‌ ସମୟରେ ହୋଇପାରୁ ନାହିଁ। ଫଳରେ ବିଭିନ୍ନ ସମସ୍ୟା ଦେଖା ଦେଉଛି। ଏହି କାରଣରୁ କ୍ୟାନସର, ଚିନ୍ତା, ହୃଦରୋଗ, ଡାଏବେଟିସ୍‌, ଉଚ୍ଚରକ୍ତ ଚାପ, ମୋଟାପଣ, ଆଖି ସମସ୍ୟା, ମୁଣ୍ଡ ବ୍ୟଥା ପରି ସମସ୍ୟା ଉପୁଜୁଛି। ଏସବୁ ସମସ୍ୟାରୁ ବର୍ତ୍ତିବା ପାଇଁ ଆମେ ବିଭିନ୍ନ ପ୍ରକାର ଔଷଧ ଖାଉଛନ୍ତି। ଏପରି କଲେ ସମସ୍ୟା […]

life style

life style

Rakesh Mallick
  • Published: Wednesday, 28 March 2018
  • Updated: 28 March 2018, 08:57 AM IST

Sports

Latest News

ଖାଇବା, ପିଇବା, ଶୋଇବା, ଉଠିବା, ମନୋରଞ୍ଜନ ଓ ବ୍ୟାୟାମ କରିବା ଆମ ଜୀବନଶୈଳୀର ଏକ ଅଂଶ। ହେଲେ ଆଜିକାଲି ବ୍ୟସ୍ତ ଜୀବନରେ ଏସବୁ କାମ ଠିକ୍‌ ସମୟରେ ହୋଇପାରୁ ନାହିଁ। ଫଳରେ ବିଭିନ୍ନ ସମସ୍ୟା ଦେଖା ଦେଉଛି। ଏହି କାରଣରୁ କ୍ୟାନସର, ଚିନ୍ତା, ହୃଦରୋଗ, ଡାଏବେଟିସ୍‌, ଉଚ୍ଚରକ୍ତ ଚାପ, ମୋଟାପଣ, ଆଖି ସମସ୍ୟା, ମୁଣ୍ଡ ବ୍ୟଥା ପରି ସମସ୍ୟା ଉପୁଜୁଛି। ଏସବୁ ସମସ୍ୟାରୁ ବର୍ତ୍ତିବା ପାଇଁ ଆମେ ବିଭିନ୍ନ ପ୍ରକାର ଔଷଧ ଖାଉଛନ୍ତି। ଏପରି କଲେ ସମସ୍ୟା କିଛି ସମୟ ପାଇଁ ଦୂର ହୋଇଯାଏ, ହେଲେ ସମ୍ପୂର୍ଣ୍ଣ ଯାଇ ନଥାଏ। କାରଣ ସମସ୍ୟା ଆମ ଦୈନନ୍ଦିନ ଜୀବନ ଶୈଳୀରୁ ହିଁ ସୃଷ୍ଟି ହୋଇଛି। ଯେପର୍ଯ୍ୟନ୍ତ ଆମେ ଆମ ଜୀବନଶୈଳୀରେ ସୁଧାର ନ ଆଣିଥିବା ଏହି ସବୁ ସମସ୍ୟା ଦୂର ହେବ ନାହିଁ।

ସୁସ୍ଥ ଜୀବନର ମହତ୍ୱ

୧. ଏକାଧିକ ସର୍ଭେରୁ ଜଣାପଡିଛି, ଖରାପ ଜୀବନଶୈଳୀ ଚିନ୍ତା, ଅବସାଦର ମୁଖ୍ୟ କାରଣ। ଅଜେଟିଭ୍‌ ଲାଫ ଷ୍ଟାଇଲି ଏହି ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ। ଏହାଦ୍ୱାରା ମନୋବୈଜ୍ଞାନିକ ଶକ୍ତି ଜାଗ୍ରତ ହୋଇଥାଏ ଓ ମାନସିକ ସ୍ତରରେ ସୁସ୍ଥତା ଆସିଥାଏ।

୨. ସୁସ୍ଥ ଲାଇଫ ଷ୍ଟାଇଲ ଯୋଗୁଁ ସ୍ୱାସ୍ଥ୍ୟରେ ଉନ୍ନତି ଘଟିଥାଏ। ଡାଇଟ, ବ୍ୟାୟାମ, ଯୋଗ, ଟାଇମ ମ୍ୟାନେଜମେଣ୍ଟ, ଭଲ ନିଦ କେମିତି ହେବ ଧ୍ୟାନ ଦିଅନ୍ତୁ।

୩. ଯିଏ ଲାଇଫଷ୍ଟାଲରେ ପଜେଟିଭ ଆକ୍ଟିଚ୍ୟୁଡ ଆପଣାଇଥାଏ, ସେ ସବୁବେଳେ ସକାରାତ୍ମକ ରହିଥାଏ। ଯେକୌଣସି କ୍ଷେତ୍ରରେ ସଫଳତା ପାଇବାକୁ ହେଲେ ଏହି ସକାରାତ୍ମକ ଚିନ୍ତାଧାରା ନିହାତି ଆବଶ୍ୟକ।

୪. ସୁସ୍ଥ ଜୀବନଶୈଳୀ ଆମ ଭିତରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ବିଭିନ୍ନ ପ୍ରକାର ବେମାରୀରୁ ବଞ୍ଚାଇବାରେ ଏହା ସହାୟକ ହୋଇଥାଏ।

୫. ନିଜ ଉପରେ ବିଶ୍ୱାସ ସାମାଜିକ, ମାନସିକ ଓ ଶାରୀରିକ ଭାବେ ଫିଟ୍‌ ରଖିଥାଏ। ଏହାଦ୍ୱାରା ଆତ୍ମନିର୍ଭରତା ବଢ଼ିଥାଏ ଓ ନିଜ ଉପରେ ବିଶ୍ୱାସ ରଖିବା ମଜଭୁତ ହୋଇଥାଏ।

କେମିତି ଆପଣାଇବେ ସକାରାତ୍ମକ ଚିନ୍ତାଧାରା

୧. ବାଲାନ୍ସ ଡାଇଟ୍‌ ସ୍ୱାସ୍ଥ୍ୟ ପାଇଁ ନିହାତି ଆବଶ୍ୟକ। ବାଲାନ୍ସ ଡାଇଟ୍‌ରେ କାର୍ବୋହାଇଡ୍ରେଟ, ଫ୍ୟାଟ୍‌, କ୍ୟାଲସିୟମ, ପ୍ରୋଟିନ, ଭିଟାମିନ ପରି ତତ୍ତ୍ୱ ଠିକ ଅନୁପାତରେ ରହିଥାଏ। ଏଥିରୁ କିଛି ବି ତତ୍ତ୍ୱକୁ କମ କିମ୍ବା ଅଧିକ ନେଲେ ସମସ୍ୟା ଉପୁଜିଥାଏ ଓ ବେମାରୀ ମାଡ଼ି ଆସେ।

୨. ମଦ, ଗୁଟଖା ଓ ସିଗାରେଟ୍‌ ସ୍ୱାସ୍ଥ୍ୟ ପାଇଁ ହାନୀକାରକ। ଏହା ଆମେ ଜାଣି ମଧ୍ୟ ଏଗୁଡିକର ସେବନ ଅଭ୍ୟାସରେ ପରିଣତ କରିଦେଇଥାନ୍ତି। ଏହା respiratory system, ମସ୍ତିଷ୍କ ଓ ସ୍ମରଣଶକ୍ତି ପରେ ପ୍ରଭାବ ପକାଥାଏ। ଏହାସହ ବିଭିନ୍ନ ପ୍ରକାର ରୋଗ ମାଡ଼ି ଆସେ, ଯେପରିକି କ୍ୟାନସର। ଏଥିପାଇଁ ଯଦି ଆପଣଙ୍କ କୌଣସି ନିଶା ଅଭ୍ୟାସ ରହିଛି, ତେବେ ଛାଡି ଦିଅନ୍ତୁ।

୩. ଆଜିକାଲି ବିଳମ୍ବିତ ରାତିରେ ଶୋଇବା ଏକ ସାଧାରଣ ଘଟଣା ହୋଇଗଲାଣି। ହେଲେ ବହୁତ କମ ଲୋକ ଜାଣନ୍ତି ଏପରି ଅଭ୍ୟାସ ଆମ ଉପରେ କେଉଁ ପ୍ରକାର ପ୍ରଭାବ ପକାଥାଏ। ଡେରିରେ ଶୋଇବା ଓ ଆବଶ୍ୟକ ବିଶ୍ରାମ ନନେବା ସ୍ୱାସ୍ଥ୍ୟ, ସ୍ମରଣଶକ୍ତି ଓ ଆଖି ଉପରେ ପ୍ରଭାବ ପକାଥାଏ। ଦିନସାରା ଧାଁଦୌଡ ପରେ ଭଲରେ ଶୋଇବା ଦ୍ୱାରା ଶରୀରରେ ଉର୍ଜା ଜାଗ୍ରତ ହୋଇଥାଏ। ହେଲେ ଯଦି କମ ଶୋଇବେ କିମ୍ବା ଡେରିରେ ଶୋଇବେ ତେବେ ଚିନ୍ତା, ଚିଡଚିଡା, ରକ୍ତଚାପ ପରି ସମସ୍ୟା ଦେଖାଦେବ। ସୁସ୍ଥ ଜୀବନ ଚାହୁଁଥିଲେ ଠିକ୍‌ ସମୟରେ ଶୁଅନ୍ତୁ ଓ ଠିକ୍‌ ସମୟରେ ବିଛଣା ଛାଡନ୍ତୁ।

୪. ସାହି ପଡୋଶୀ ହୁଅନ୍ତୁ ଅବା ଅନ୍ୟ କେହି, ସମସ୍ତଙ୍କ ସହ ମିଳିମିଶି ରହିବା ମଧ୍ୟ ସକାରାତ୍ମକ ଲାଇଫଷ୍ଟାଇଲ ପାଇଁ ଜରୁରୀ ହୋଇଥାଏ। ଆଜିକାଲିର ଯୁବପୀଢିଙ୍କ ପାଇଁ ଏହା ଜାଣିବା ବହୁତ ଜରୁରୀ। କାରଣ ସାମାଜିକ ସ୍ତରରେ ମିଳାମିଶା ଆଜିର ଯୁବପୀଢିଙ୍କ ପାଇଁ ଫେସ୍‌ବୁକ୍‌ ଓ ହ୍ୱାଟ୍ସଆପ୍‌କୁ ବୁଝାଉଛି। ହେଲେ ସୋସିଆଲ ମିଡିଆ ଛାଡି ବାସ୍ତବ ଜୀବନରେ ଅନ୍ୟମାନଙ୍କ ସହ ମିଳିମିଶି ରହିବା ଦ୍ୱାରା ବିଭିନ୍ନ ବିଷୟରେ ଜ୍ଞାନ ବଢ଼ିଥାଏ। ଏହାସହ ଆତ୍ମବିଶ୍ୱସ ବଢ଼ିବା ସହ ମନରୁ ଚିନ୍ତା ଓ ଡର ଦୂର ହୋଇଥାଏ।

୫. ସୁସ୍ଥ ଜୀବନ ପାଇଁ ଏକ୍ସରସାଇଜ୍‌ ନିହାତି ଆବଶ୍ୟକ। ଯୋଗ ଏବଂ ମେଡିଟେଶନ ଏଥିପାଇଁ ସବୁଠାରୁ ଭଲ। ମୋଟାପଣ ଓ ରକ୍ତଚାପ ଦୂର କରିବାକୁ ଯୋଗ କରିପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story