ବିଜେପି ବିଧାୟକ ଦଳ ନେତା ଚୟନ ଅଡୁଆ ଛିଡୁନି

ଭୁବନେଶ୍ୱର: ବସନ୍ତ ପଣ୍ଡା ରାଜ୍ୟ ବିଜେପି ସଭାପତି ହେବା ପରେ ବିଧାୟକ ଦଳ ନେତା ପଦ ଖାଲି ପଡିଛି। କିଏ ଏହି ପଦ ପାଇଁ ଚୟନ ହେବେ ସେ ଅଡୁଆ ଛିଡୁନି। ବିଜେପି ବିଧାୟକ ଦଳ ବୈଠକରେ କେଭି ସିଂହଦେଓ ଅନୁପସ୍ଥିତ ରହିବା ଓ ଏହି ପଦବୀ ପାଇଁ ସେ ନିଜ ଆଡୁ ମାନା କରିବା ଦଳୀୟ ନେତାଙ୍କ ଚିନ୍ତା ବଢାଇ ଦେଇଛି। ଦଳର କିଛି ବିଧାୟକ କହିଛନ୍ତି କେଭିଙ୍କୁ ନେତା ଚୟନ ପାଇଁ କେନ୍ଦ୍ରକୁ ପ୍ରସ୍ତାବ […]

bjp

bjp

Rakesh Mallick
  • Published: Sunday, 13 March 2016
  • Updated: 14 March 2016, 02:13 AM IST

Sports

Latest News

ଭୁବନେଶ୍ୱର: ବସନ୍ତ ପଣ୍ଡା ରାଜ୍ୟ ବିଜେପି ସଭାପତି ହେବା ପରେ ବିଧାୟକ ଦଳ ନେତା ପଦ ଖାଲି ପଡିଛି। କିଏ ଏହି ପଦ ପାଇଁ ଚୟନ ହେବେ ସେ ଅଡୁଆ ଛିଡୁନି। ବିଜେପି ବିଧାୟକ ଦଳ ବୈଠକରେ କେଭି ସିଂହଦେଓ ଅନୁପସ୍ଥିତ ରହିବା ଓ ଏହି ପଦବୀ ପାଇଁ ସେ ନିଜ ଆଡୁ ମାନା କରିବା ଦଳୀୟ ନେତାଙ୍କ ଚିନ୍ତା ବଢାଇ ଦେଇଛି। ଦଳର କିଛି ବିଧାୟକ କହିଛନ୍ତି କେଭିଙ୍କୁ ନେତା ଚୟନ ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦିଆଯିବ। ତେବେ ବିଜେପି ବିଧାୟକ ଦଳ ବୈଠକରେ ୩ ବିଧାୟକ କନକ ବର୍ଦ୍ଧନ ସିଂହଦେଓ, ଦିଲୀପ ରାୟ ଓ ଦୁର୍ଯ୍ୟୋଧନ ମାଝି ଅନୁପସ୍ଥିତ ଥିଲେ। ଏହାକୁ ନେଇ ରାଜ୍ୟ ବିଜେପିରେ ଚର୍ଚ୍ଚା ଜୋର ଧରିଛି। ଖାସକରି ପୂର୍ବତନ ସଭାପତି ବୈଠକକୁ ନ ଆସିବା ନେଇ ପ୍ରଶ୍ନ ଉଠିଛି।

ବିଜେପି ବିଧାୟକ ରବି ନାରାୟଣ ନାୟକ କହିଛନ୍ତି, “ରାଜ୍ୟ ନେତୃତ୍ୱ ଯଦି ଜଣେ ବରିଷ୍ଠ ନେତାକୁ ବିଧାୟକ ଦଳର ନେତା ବାଛିଲେ ସମସ୍ତେ ତାଙ୍କୁ ସମର୍ଥନ କରିବେ। ଜଣେ କାର୍ଯ୍ୟକର୍ତ୍ତା ଭାବେ କେଭି ସିଂହ ଏହି ପଦରେ ବସିବା ଉଚିତ।”

ରାଜ୍ୟ ପ୍ରଭାରୀ ଅରୁଣ ସିଂହ କହିଛନ୍ତି, “ଗଣମାଧ୍ୟମକୁ କେଭି କହିଛନ୍ତି ଯେ, ସେ ବିଧାୟକ ଦଳର ନେତା ହେବା ପାଇଁ ଆଶୟୀ ନାହାନ୍ତି। ସେ ଏ ନେଇ ମତେ କିଛି କହି ନାହାନ୍ତି। ନେତା କିଏ ହେବ ସେ ନିର୍ଣ୍ଣୟ ପାର୍ଲିଆମେଣ୍ଟାରୀ ବୋର୍ଡ କରିବ।”

ଆସନ୍ତା ୧୯ ଓ ୨୦ ତାରିଖରେ ଦିଲ୍ଲୀରେ ବିଜେପି ବିଧାୟକ ଦଳ ନେତା ଚୟନ ହେବ। ଏ ନେଇ ପର୍ଯ୍ୟବେକ୍ଷକ ପଠାଇବାକୁ କେନ୍ଦ୍ର ନେତୃତ୍ୱକୁ ଅନୁରୋଧ କରାଯାଇଥିବା କହିଛନ୍ତି ରାଜ୍ୟ ସଭାପତି ବସନ୍ତ ପଣ୍ଡା।

ବିଧାୟକ ଦଳ ନେତା ହେବା ପାଇଁ କେଭିଙ୍କୁ କୁହାଗଲେ ସେ ମନା କରିବେ ନାହିଁ ବୋଲି ଦଳର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story