ରାଉରକେଲା: ଚାନ୍ଦିପୋଷ ଜଙ୍ଗଲରେ ଏନକାଉଣ୍ଟର, ଜଣେ ମାଓବାଦୀ ମୃତ
ରାଉରକେଲା:ରାଉରକେଲା ଚାନ୍ଦିପୋଷ ଜଙ୍ଗଲରେ ଆଜି ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ଜଣେ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଏହାସହ ୨ଟି ବନ୍ଧୁକ ଜବତ କରାଯାଇଛି। ଚାନ୍ଦିପୋଷ ଜଙ୍ଗଲରେ ଥିବା ଦଲଦଲି ପାହାଡ଼ ଉପରେ ମାଓ କ୍ୟାମ୍ପ ଚାଲିଥିବା ଖବର ପାଇବା ପରେ ପୋଲିସ ଓ ସିଆରପିଏଫ୍ ପକ୍ଷରୁ ମିଳିତ କମ୍ୱିଂ ଅପରେସନ୍ ଚାଲିଥିଲା।