ସର୍ଭେ ରିପୋର୍ଟ: ମହିଳାମାନେ ନିଜ ସ୍ୱାମୀଙ୍କ ସହ ସେୟାର କରନ୍ତିନି ଏହି ସିକ୍ରେଟ

ନୂଆଦିଲ୍ଲୀ: ସାଧାରରତଃ ମହିଳାମାନେ ନିଜ ପାର୍ଟନରଙ୍କୁ ସବୁକଥା ସେୟାର କରନ୍ତି।  କିନ୍ତୁ ଏକ ସର୍ଭେ ରିପୋର୍ଟରୁ ଚାଞ୍ଚଲ୍ୟକର କଥା ସାମ୍ନାକୁ ଆସିଛି।  ଯାହାକୁ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଏମିତି ସିକ୍ରେଟ ଯାହାକୁ ମହିଳାମାନେ ନିଜ ସ୍ୱାମୀଙ୍କୁ କହିବା ପାଇଁ ଲୁଚାଇଥାନ୍ତି। କିନ୍ତୁ ନିଜ ବନ୍ଧୁଙ୍କୁ କହିବା ପାଇଁ ଆଦୌ ଲାଜ କରନ୍ତି ନାହିଁ। ରିପୋର୍ଟ ଅନୁଯାୟୀ ମହିଳାମାନେ ସେମାନଙ୍କ ସେକ୍ସ ଲାଇଫ ବିଷୟରେ ନିଜ ସ୍ୱାମୀ ଅପେକ୍ଷା ନିଜ ସାଙ୍ଗସାଥୀଙ୍କୁ କହିବାକୁ ବେଶୀ ପସନ୍ଦ […]

ss

Rakesh Mallick
  • Published: Monday, 04 June 2018
  • , Updated: 04 June 2018, 05:52 PM IST

ନୂଆଦିଲ୍ଲୀ: ସାଧାରରତଃ ମହିଳାମାନେ ନିଜ ପାର୍ଟନରଙ୍କୁ ସବୁକଥା ସେୟାର କରନ୍ତି।  କିନ୍ତୁ ଏକ ସର୍ଭେ ରିପୋର୍ଟରୁ ଚାଞ୍ଚଲ୍ୟକର କଥା ସାମ୍ନାକୁ ଆସିଛି।  ଯାହାକୁ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଏମିତି ସିକ୍ରେଟ ଯାହାକୁ ମହିଳାମାନେ ନିଜ ସ୍ୱାମୀଙ୍କୁ କହିବା ପାଇଁ ଲୁଚାଇଥାନ୍ତି। କିନ୍ତୁ ନିଜ ବନ୍ଧୁଙ୍କୁ କହିବା ପାଇଁ ଆଦୌ ଲାଜ କରନ୍ତି ନାହିଁ। ରିପୋର୍ଟ ଅନୁଯାୟୀ ମହିଳାମାନେ ସେମାନଙ୍କ ସେକ୍ସ ଲାଇଫ ବିଷୟରେ ନିଜ ସ୍ୱାମୀ ଅପେକ୍ଷା ନିଜ ସାଙ୍ଗସାଥୀଙ୍କୁ କହିବାକୁ ବେଶୀ ପସନ୍ଦ କରନ୍ତି।  ରିପୋର୍ଟ ଅନୁଶାରେ ୩୪ ପ୍ରତିଶତ ମହିଳା ନିଜ ସାଙ୍ଗ ସାଥୀଙ୍କ ସହ ନାଇଟ୍‌ସ୍‌ ଆଉଟ୍‌ ଲାଗି ଯିବାକୁ ଅଧିକ ପସନ୍ଦ କରନ୍ତି।

ଏହି ଅବସରରେ ମହିଳାମାନେ ସେମାନଙ୍କ ସହ ସେକ୍ସ ଲାଇଫ୍‌ ବିଷୟର ସେୟାର କରିଥାନ୍ତି। ମାତ୍ର ୧୬ ପ୍ରତିଶତ ମହିଳା ନିଜ ପାର୍ଟନର(ସ୍ୱାମୀ)ଙ୍କ ସହ ଏହି ବିଷୟରେ ଆଲୋଚନା ପାଇଁ ଇଚ୍ଛା ପ୍ରକାଶ କରିଥାନ୍ତି। ସେହିପରି ୫୭ ପ୍ରତିଶତ ମହିଳା ନାଇଟ୍‌ସ୍‌ ଆଉଟ୍‌ରେ ପରିବାର ବିଷୟରେ ଏବଂ ବାକି ମହିଳା ଛୁଟି ଓ ଅନ୍ୟାନ୍ୟ ବିଷୟରେ ଆଲୋଚନା ପାଇଁ ପସନ୍ଦ କରନ୍ତି।

ସେହିପରି କୌଣସି ଗେଟ୍‌ ଟୁଗେଦରରରେ ୬୪ ପ୍ରତିଶତ ମହିଳା ନିଜ ପୁରୁଷ ବନ୍ଧୁଙ୍କ ବିଷୟରେ ଆଲୋଚନା କରିବା ପାଇଁ  ଇଚ୍ଛା ପ୍ରକାଶ କରିଥାନ୍ତି। ସେହିପରି ଗବେଷଣାରୁ ଏକଥା ବି ସ୍ପଷ୍ଟ ଯେ, ମହିଳାମାନେ କାହା ସହ ଡେଟ୍‌ କରିବା ବଦଳରେ ସାଙ୍ଗଙ୍କ ସହ ବାହାର ଜାଗାକୁ ବୁଲିବା ପାଇଁ ବେଶୀ ପସନ୍ଦ କରନ୍ତି। ଆଉ ୩ ଜଣରୁ ଜଣେ ମହିଳା ଡ୍ରେସ୍‌ କିଣିବା ପାଇଁ ପସନ୍ଦ କରନ୍ତି।

Related story