ବେଳାଭୂମିରେ ପଡ଼ିଛି ସାର୍କ ମାଛର ମୃତଦେହ, ଲମ୍ୱ ୧୪ ଫୁଟ

<p>ପୁରୀ: ପୁରୀ ଲାଇଟ୍ ହାଉସ୍ ବେଳାଭୂମିରୁ ଆଜି ଏକ ସାର୍କ ମାଛର ମୃତଦେହ ଉଦ୍ଧାର କରାଯାଇଛି। ଏହି ସାର୍କର ଲମ୍ୱ ପ୍ରାୟ ୧୪ ଫୁଟ। ଏହା ହ୍ୱେଲ୍ ସାର୍କ ପ୍ରଜାତିର ବୋଲି ଜଣାପଡୁଛି। ଘଟଣାସ୍ଥଳରେ ବନ କର୍ମଚାରୀ ପହଞ୍ଚି ତଦନ୍ତ କରୁଥିବା ବେଳେ ମୃତ୍ୟୁର କାରଣ &nbsp;ଜଣାପଡ଼ି ନାହିଁ।&nbsp; ଏହା ପୂର୍ବରୁ ପୁରୀ ବେଳାଭୂମିରେ ବହୁଥର ତିମିର ମୃତଦେହ ଉଦ୍ଧାର ହୋଇଥିଲା।</p> <p>ସୂଚନାଯୋଗ୍ୟ ଯେ, ଗତ ଏପ୍ରିଲ ୩ ତାରିଖରେ ପୁରୀ ପାନ୍ଥ ନିବାସ ବିଚ୍&zwnj;ରୁ&nbsp;ଗୋଟିଏ ବିରାଟକାୟ ତିମିର ମୃତଦେହ ଉଦ୍ଧାର କରାଯାଇଥିଲା।</p>

Ordigital Desk
  • Published: Tuesday, 26 September 2017
  • Updated: 26 September 2017, 07:32 AM IST

Sports

Latest News

<p>ପୁରୀ: ପୁରୀ ଲାଇଟ୍ ହାଉସ୍ ବେଳାଭୂମିରୁ ଆଜି ଏକ ସାର୍କ ମାଛର ମୃତଦେହ ଉଦ୍ଧାର କରାଯାଇଛି। ଏହି ସାର୍କର ଲମ୍ୱ ପ୍ରାୟ ୧୪ ଫୁଟ। ଏହା ହ୍ୱେଲ୍ ସାର୍କ ପ୍ରଜାତିର ବୋଲି ଜଣାପଡୁଛି। ଘଟଣାସ୍ଥଳରେ ବନ କର୍ମଚାରୀ ପହଞ୍ଚି ତଦନ୍ତ କରୁଥିବା ବେଳେ ମୃତ୍ୟୁର କାରଣ &nbsp;ଜଣାପଡ଼ି ନାହିଁ।&nbsp; ଏହା ପୂର୍ବରୁ ପୁରୀ ବେଳାଭୂମିରେ ବହୁଥର ତିମିର ମୃତଦେହ ଉଦ୍ଧାର ହୋଇଥିଲା।</p><p>ସୂଚନାଯୋଗ୍ୟ ଯେ, ଗତ ଏପ୍ରିଲ ୩ ତାରିଖରେ ପୁରୀ ପାନ୍ଥ ନିବାସ ବିଚ୍&zwnj;ରୁ&nbsp;ଗୋଟିଏ ବିରାଟକାୟ ତିମିର ମୃତଦେହ ଉଦ୍ଧାର କରାଯାଇଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos