ସଙ୍କେତରୁ ଜାଣନ୍ତୁ, ବଦଳିବାକୁ ଯାଉଛି କି ଆପଣଙ୍କ ଭାଗ୍ୟ?

ଭାଗ୍ୟର ଖେଳ ଏମିତି କ୍ଷଣିକରେ ସବୁ କିଛି ବଦଳାଇ ଦେଇଥାଏ। ଭାଗ୍ୟ ବଳରେ ଲକ୍ଷପତି ନିମିଷିକରେ ରୋଡ଼ପତି ବନି ଯାଉଥିବା ବେଳେ ଭିକାରୀ ଚକାଚକ୍ୟ ଭାରା ଜୀବନ ବିତେଇବାକୁ ସକ୍ଷମ ହୋଇଥାଏ। କିଛି ବ୍ୟକ୍ତି ଜନ୍ମରୁ ଭାଗ୍ୟବାନ ହୋଇଥାନ୍ତି ଆଉ କିଛି ବ୍ୟକ୍ତି ନିଜର ଭାଗ୍ୟକୁ ଆଦରି ସାରା ଜୀବନ କାଟିଥାନ୍ତି। ସଂସାରରେ ଏମିତି ବହୁ ବ୍ୟକ୍ତି ଅଛନ୍ତି ନିଜ ଭାଗ୍ୟକୁ ନେଇ ସବୁକେଳେ ନିଜକୁ କୋଷି ହୋଇଥାନ୍ତି। କେତେବେଳେ ଭାଗ୍ୟ ବଦଳିବ ସବୁବେଳେ  ଅଶା ଆକାକ୍ଷାଂରେ […]

nnnnnnnnnnnnnnn

Rakesh Mallick
  • Published: Friday, 15 December 2017
  • , Updated: 15 December 2017, 10:41 AM IST

ଭାଗ୍ୟର ଖେଳ ଏମିତି କ୍ଷଣିକରେ ସବୁ କିଛି ବଦଳାଇ ଦେଇଥାଏ। ଭାଗ୍ୟ ବଳରେ ଲକ୍ଷପତି ନିମିଷିକରେ ରୋଡ଼ପତି ବନି ଯାଉଥିବା ବେଳେ ଭିକାରୀ ଚକାଚକ୍ୟ ଭାରା ଜୀବନ ବିତେଇବାକୁ ସକ୍ଷମ ହୋଇଥାଏ। କିଛି ବ୍ୟକ୍ତି ଜନ୍ମରୁ ଭାଗ୍ୟବାନ ହୋଇଥାନ୍ତି ଆଉ କିଛି ବ୍ୟକ୍ତି ନିଜର ଭାଗ୍ୟକୁ ଆଦରି ସାରା ଜୀବନ କାଟିଥାନ୍ତି। ସଂସାରରେ ଏମିତି ବହୁ ବ୍ୟକ୍ତି ଅଛନ୍ତି ନିଜ ଭାଗ୍ୟକୁ ନେଇ ସବୁକେଳେ ନିଜକୁ କୋଷି ହୋଇଥାନ୍ତି। କେତେବେଳେ ଭାଗ୍ୟ ବଦଳିବ ସବୁବେଳେ  ଅଶା ଆକାକ୍ଷାଂରେ ରହିଥାନ୍ତି । ଶାସ୍ତ୍ର ଅନୁଯାୟୀ ମଣିଷର ଭାଗ୍ୟ ବଦଳିବା ପୂର୍ବରୁ  କିଛି ସଙ୍କେତ ମିଳିଥାଏ। ଏହି ସଙ୍କେତରୁ ଭଲ ସମୟ ଆସିଲା ବୋଲି ଜାଣି ହୋଇଥାଏ।  ଆସନ୍ତୁ ଜାଣି ସେ ସମ୍ପର୍କରେ .....

-ସକାଳୁ ଘରୁ ବାହାରିଲା ବେଳେ ନାଲି ଶାଢ଼ି ପିନ୍ଧି ବା ସାତ ଶୃଙ୍ଗାର ହୋଇଥିବା ବିବାହିତା ମହିଳାଙ୍କୁ ଦେଖିଲେ ଶାସ୍ତ୍ରବିତଙ୍କ ଅନୁଯାୟୀ ଆଗକୁ ଭଲ ସମୟ ଆସିବାର ସଙ୍କେତ ହୋଇଥାଏ।

-ସକାଳେ  ନଡ଼ିଆ,ଫୁଲ ଓ ମୟୂର ଦେଖିଲେ  ଆପଣଙ୍କ ଭଲ ସମୟ ନିକଟତର ହେବାର ସଙ୍କେତ ହୋଇଥାଏ ବୋଲି ଶାସ୍ତ୍ରରେ କୁହାଯାଇଛି।

-ସକାଳେ ଉଠି ପ୍ରଥମ ନଜର କ୍ଷୀର,ଦହି କିମ୍ବା ପୂର୍ଣ୍ଣ କଳସ ଉପରେ ପଡ଼ିଲେ ଶୁଭ ହୋଇଥାଏ। ଏହା ଆଗକୁ ଆପଣଙ୍କ ଭାଗ୍ୟ ବଦଳିଯିବାର ସଙ୍କେତ ହୋଇଥାଏ।

- ସକାଳେ ଆଖୁ ଦେଖିବାକୁ ମିଳିଥାଏ । ତାହାହେଲେ ଧନପ୍ରାପ୍ତିର ଯୋଗ ରହିଛି ସଙ୍କେତ ହୋଇଥାଏ।

-ଯଦି ସ୍ୱପ୍ନରେ ପାଣି, ନଦୀ,ଗଛପତ୍ର  ଓ ମହାଲକ୍ଷ୍ମୀଙ୍କ ପେଚାଙ୍କୁ ଦେଖନ୍ତି। ତାହାହେଲେ ସବୁ  ସମସ୍ୟା ଦୂର ହୋଇଯିବାର ସଙ୍କେତ ହୋଇଥାଏ ବୋଲି  ଶାସ୍ତ୍ରବିତ୍‌ମାନେ କହିଛନ୍ତି।

-ଘରୁ କୌଣସି କାମରେ ବାହାରିଲା ବେଳେ ଝାଡୁ କରୁଥିବା ବ୍ୟକ୍ତି ଦେଖିଲେ ଶୁଭ ହୋଇଥାଏ। ଯେକୌଣସି କାମ କରିବାକୁ ଯାଉଥିଲେ ସେଥିରେ ସଫଳତା ମିଳିଥାଏ।

-ଘରୁ ବାହାରିଲା ବେଳେ ଗାଈ ଦେଖିଲେ ଗଲେ ଶୁଭ ହୋଇଥାଏ।

- ଘରୁ ବାହାରକୁ ଗଲା ବେଳେ ବା ଫେରିଲା ବେଳେ ସାପ ଦେଖିଲେ ଶୁଭ ସଙ୍କେତ ହୋଇଥାଏ। ଆଗକୁ ଭାଗ୍ୟ ବଦଳିବାର ସଙ୍କେତ ହୋଇଥାଏ।

 

 

Related story