ଯମରାଜଙ୍କୁ ସନ୍ତୁଷ୍ଟ କରିବାକୁ ଚାହୁଁଛନ୍ତି, କରନ୍ତୁ ନାହିଁ ଏସବୁ କାମ

ନିଜ ଦୈନନ୍ଦିନ ଜୀବନରେ ବ୍ୟକ୍ତି କିଛି ନା କିଛି ଛୋଟ ଛୋଟ ଭୁଲ କରିଥାଏ। ଯେଉଁ କାରଣରୁ ଅନେକ ସମସ୍ୟାର ସମ୍ମୁଖୀନ କରିବାକୁ ପଡେ। ଶାସ୍ତ୍ର ଅନୁସାରେ ବ୍ୟକ୍ତିର ଆୟୁଷ ନଜ କର୍ମ ଅନୁସାରେ କମ୍‌ ବା ଅଧିକ ହୋଇଥାଏ। ଆସନ୍ତୁ ଜାଣିବା ଶାସ୍ତ୍ରରେ କୁହାଯାଇଥିବା କିଛି କାମ ବିଷୟରେ, ଯାହା କରିବା ଦ୍ୱାରା ଆୟୁଷ କମି ଥାଏ। – ଶାସ୍ତ୍ରରେ ଉଲ୍ଲେଖ ରହିଛି ଯେଉଁ ବ୍ୟକ୍ତି ପଢିବା ସମୟରେ ଖାଦ୍ୟ ଖାଇଥାଏ, ତାହାର ଆୟୁଷ ଯମ […]

jama

Rakesh Mallick
  • Published: Tuesday, 10 April 2018
  • , Updated: 10 April 2018, 09:12 AM IST

ନିଜ ଦୈନନ୍ଦିନ ଜୀବନରେ ବ୍ୟକ୍ତି କିଛି ନା କିଛି ଛୋଟ ଛୋଟ ଭୁଲ କରିଥାଏ। ଯେଉଁ କାରଣରୁ ଅନେକ ସମସ୍ୟାର ସମ୍ମୁଖୀନ କରିବାକୁ ପଡେ। ଶାସ୍ତ୍ର ଅନୁସାରେ ବ୍ୟକ୍ତିର ଆୟୁଷ ନଜ କର୍ମ ଅନୁସାରେ କମ୍‌ ବା ଅଧିକ ହୋଇଥାଏ। ଆସନ୍ତୁ ଜାଣିବା ଶାସ୍ତ୍ରରେ କୁହାଯାଇଥିବା କିଛି କାମ ବିଷୟରେ, ଯାହା କରିବା ଦ୍ୱାରା ଆୟୁଷ କମି ଥାଏ।

- ଶାସ୍ତ୍ରରେ ଉଲ୍ଲେଖ ରହିଛି ଯେଉଁ ବ୍ୟକ୍ତି ପଢିବା ସମୟରେ ଖାଦ୍ୟ ଖାଇଥାଏ, ତାହାର ଆୟୁଷ ଯମ କମ୍‌ କରିଦେଇଥାନ୍ତି।

- ମୁଖ୍ୟଦ୍ୱାର ସମ୍ମୁଖକୁ ପାଦ କରି ଶୁଅନ୍ତୁ ନାହିଁ। ଏପରି କରିବା ଦ୍ୱାରା ଆୟୁଷ କମି ଥାଏ।

- ଖାଦ୍ୟ ଖାଇବା ସମୟରେ ଅଧାରୁ ଉଠି ପୁଣି ଆସି ଖାଇବା ଅଭ୍ୟାସ ଥିଲେ ତୁରନ୍ତ ଛାଡ଼ନ୍ତୁ। ଏହି ଅଭ୍ୟାସ ଆୟୁଷ କମ୍‌ କରିଦିଏ।

- ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟରେ ଶୋଇବା ଅନୁଚିତ। ଏପରି କରିବା ଦ୍ୱାରା ଶରୀରରେ ରୋଗ ବଢିଥାଏ ଓ ଆୟୁଷ କମେ।

- ଶାସ୍ତ୍ର ଅନୁସାରେ ମଙ୍ଗଳବାର ଏବଂ ଶନିବାର ଦିନ ଚୁଟି କାଟିବା ଅଶୁଭ। ଏପରି କରିବା ଦ୍ୱାରା ଆୟୁଷ ହାନୀ ହୋଇଥାଏ।

Related story