ଆସନ୍ତୁ ଜାଣିବା ଷ୍ଟ୍ରେଚ୍‌ ମାର୍କ ହଟାଇବାର ଘରୋଇ ଉପାଚାର

ଓଜନ ହ୍ରାସ ପରେ ଶରୀରର ଅନେକ ଜାଗାରେ ଧଳା ଗାର ପଡିଯାଏ। ଦାଗ ହୋଇଯାଏ। ଯାହାକୁ ଡାକ୍ତରୀ ଭାଷାରେ କୁହାଯାଏ ‘ଷ୍ଟ୍ରେଚ୍‌ ମାର୍କ’ । ଏହି ଷ୍ଟ୍ରେଚ୍‌ ମାର୍କ ପ୍ରାୟ ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ଅଧିକ ଦେଖାଯାଏ। କିଛି ଲୋକଙ୍କର ଓଜନ ବଢ଼ି ପୁଣି ହ୍ରାସ ହେବା ଦ୍ୱାରା ମଧ୍ୟ ତାଙ୍କ ଶରୀରରେ ଷ୍ଟ୍ରେଚ୍‌ ମାର୍କ ଦେଖାଦିଏ। କେବଳ ଏତିକି ନୁହେଁ ଶରୀରରେ ଯଦି କିଛି ହରମୋନାଲ୍ ପରିବର୍ତ୍ତନ ହୁଏ ସେବେ ମଧ୍ୟ ଷ୍ଟ୍ରେଚ୍‌ମାର୍କ ପଡ଼ିଥାଏ। ଏହି […]

stretch-marks_650x400_71513330555 copy

stretch-marks_650x400_71513330555 copy

Rakesh Mallick
  • Published: Thursday, 21 December 2017
  • Updated: 22 December 2017, 01:50 PM IST

ଓଜନ ହ୍ରାସ ପରେ ଶରୀରର ଅନେକ ଜାଗାରେ ଧଳା ଗାର ପଡିଯାଏ। ଦାଗ ହୋଇଯାଏ। ଯାହାକୁ ଡାକ୍ତରୀ ଭାଷାରେ କୁହାଯାଏ ‘ଷ୍ଟ୍ରେଚ୍‌ ମାର୍କ’ । ଏହି ଷ୍ଟ୍ରେଚ୍‌ ମାର୍କ ପ୍ରାୟ ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ଅଧିକ ଦେଖାଯାଏ। କିଛି ଲୋକଙ୍କର ଓଜନ ବଢ଼ି ପୁଣି ହ୍ରାସ ହେବା ଦ୍ୱାରା ମଧ୍ୟ ତାଙ୍କ ଶରୀରରେ ଷ୍ଟ୍ରେଚ୍‌ ମାର୍କ ଦେଖାଦିଏ। କେବଳ ଏତିକି ନୁହେଁ ଶରୀରରେ ଯଦି କିଛି ହରମୋନାଲ୍ ପରିବର୍ତ୍ତନ ହୁଏ ସେବେ ମଧ୍ୟ ଷ୍ଟ୍ରେଚ୍‌ମାର୍କ ପଡ଼ିଥାଏ।

ଏହି ଦାଗଗୁଡ଼ିକୁ ହଟାଇବା ବହୁତ କାଠିକର କାମ। ଏଥିପାଇଁ ଲୋକମାନେ କାହିଁ କେତେ ଉପାୟ ଆପଣେଇସାରିଲେଣି, ହେଲେ କିଛି ଲାଭ ମିଳିନାହିଁ। କେବଳ ଏତିକି ନୁହେଁ ଏଥିପାଇଁ କିଛି ଲୋକ ଅନେକ ଟଙ୍କା ମଧ୍ୟ ଖର୍ଚ୍ଚ କରିସାରିଲେଣି। ତଥାପି ସେମାନଙ୍କୁ କିଛି ଫାଇଦା ମିଳିନାହିଁ। ସମସ୍ତଙ୍କ ମନରେ ବାସ୍ ଗୋଟିଏ ପ୍ରଶ୍ନ, କ’ଣ ଜୀବନ ଥିବା ଯାଏଁ ଷ୍ଟ୍ରେଚ୍‌ ମାର୍କ ଆମ ପିଛା ଛାଡ଼ିବ ନି? ଏଥିପାଇଁ ବଜାରରେ ଅନେକ ପ୍ରକାରର କ୍ରିମ୍ ଓ ତେଲ ମିଳିଲାଣି। ହେଲେ ଅଧିକାଂଶ ଲୋକେ ଏହାର ଘରୋଇ ଉପଚାର ଚାହାଁନ୍ତି। ତେଣୁ ଆଜି ଆମେ ଆପଣଙ୍କ ପାଇଁ କିଛି ଘରୋଇ ଉପଚାର ନେଇ ଆସିଛୁ, ଯାହା ଆପଣଙ୍କ ଶରୀରରୁ ଷ୍ଟ୍ରେଚ୍‌ ମାର୍କ ହଟାଇବାରେ ସାହାଯ୍ୟ କରିବ।

ଆଳୁ ରସ: ଆଳୁ ରସରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ରହିଛି। ଏହା ଆମ ଶରୀରରେ ଥବା ଖରାପ ସ୍କିନ୍‌କୁ ଭଲ କରିଥାଏ। ତେଣୁ ଷ୍ଟ୍ରେଚ୍‌ ମାର୍କ ଦୂର କରିବାରେ ମଧ୍ୟ ଆଳୁ ଲାଭଦାୟୀ।  ଏଥିପାଇଁ ଆପଣ ପ୍ରତିଦିନ ଆଳୁକୁ କାଟି ଏହାକୁ ଦାଗ ଥିବା ଜାଗାରେ ୧୦ ମିନିଟ୍ ଯାଏଁ ଘଷନ୍ତୁ। ଆଉଏକ ଉପାୟ ହେଉଛି, ସିଝା ଆଳୁର ଚୋପାକୁ ଦାଗ ଥିବା ସ୍ଥାନରେ ଘଷନ୍ତୁ ଓ କିଛି ସମୟ ପରେ ଏହାକୁ ଉଷୁମ ପାଣିରେ ଧୋଇଦିଅନ୍ତୁ। କିଛି ଦିନ ମଧ୍ୟରେ ଆପଣ ଫରକ ଦେଖିପାରିବେ।

ଲେମ୍ବୁ ରସ: ଲେମ୍ବୁ ରସ ଚେହେରା ପାଇଁ ଆସ୍ଟ୍ରାଜିନ୍ ଓ ବ୍ଲିଚ୍ ପରି କାମ କରେ। ଲେମ୍ବୁ ରସରେ କିଛି ଏସେନ୍‌ସିଆଲ ଅମ୍ଳ ଥାଏ। ଷ୍ଟ୍ରେଚ୍‌ ମାର୍କ ଦୂର କରିବା ପାଇଁ ଲେମ୍ବୁକୁ କାଟି ଏହାକୁ ଦାଗଥିବା ଜାଗାରେ ୧୫ ମିନିଟ୍ ଯାଏଁ ଘଷନ୍ତୁ ଓ ପରେ ଉଷୁମ ପାଣିରେ ଧୋଇଦିଅନ୍ତୁ। ଏପରି କିଛିଦିନ ଲଗାତାର କଲେ ଆପଣଙ୍କ ସରୀରରରୁ ଷ୍ଟ୍ରେଚ୍‌ ମାର୍କ ଦୂର ହୋଇଯିବ।

 ଘି କୁଆଁରୀ: ଘି କୁଆଁରୀ ଶରୀର ଓ ସ୍କିନ୍ ପାଇଁ କେତେ ଉପଯୋଗୀ ଏ କଥା ସମସ୍ତେ ଜାଣନ୍ତି। ଆଲେଭେରାକୁ କାଟି ଏହାର ଭିତର ଅଂଶକ ଗୁଡ଼ିକୁ ଦାଗ ଥିବା ସ୍ଥାନରେ ଲଗାଇ ୧୫ ମିନିଟ୍ ଯାଏଁ ରଖନ୍ତୁ। ଏପରି କିଛି ଦିନ କରନ୍ତୁ ଫରକ ଜାଣିପାରିବେ।

ଚିନି: ଚିନିକୁ ଆମେ ପ୍ରାକୃତିକ ସ୍କ୍ରବ୍ ବୋଲି କହିଥାଉ। ଚିନିକୁ କିଛି ଏସେନ୍‌ସିଆଲ ଅଏଲ ଯେପରିକି ଆଲମଣ୍ଡ ତେଲରେ ମିଶାଇ ଷ୍ଟ୍ରେଚ୍‌ ମାର୍କ ଉପରେ ଘଷନ୍ତୁ। କିଛି ଦିନ ଲଗାତାର କଲେ ଏହି ଷ୍ଟ୍ରେଚ୍‌ ମାର୍କ ଭଲହୋଇଯିବ।

ଅଲିଭ୍ ଅଏଲ୍:  ଅଲିଭ୍ ଅଏଲ ଫୋଷକ ତତ୍ତ୍ୱ ଓ ଆଣ୍ଟି ଅକ୍ସିଡାଣ୍ଟରେ ଭରପୁର। ଏହା ଆପଣଙ୍କ ସ୍କିନ୍ ଟୋନ୍‌କୁ ହାଲକା କରିଥାଏ। ଷ୍ଟ୍ରେଚ୍‌ ମାର୍କ ଦୂର କରିବା ପାଇଁ ଆପଣ ଅଲିଭ୍ ଅଏଲ୍‌କୁ ଗରମ କରି ଏହା ଉପରେ ପ୍ରାୟ ୨୦ ମିନିଟ୍‌ ଯାଏଁ ମାଲିସ୍ କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story