ଘାରିଛି ରାନସମୱେର ଭାଇରସ ଚିନ୍ତା, ବସିଲା ବୈଠକ

ଭୁବନେଶ୍ୱର: ଓଡ଼ିଶାରେ ରାନସମୱେର ଭାଇରସ ପ୍ରସଙ୍ଗ ନେଇ ସଚିବାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି।  ଏହି ସମୀକ୍ଷା ବୈଠକରେ ଗୃହ ବିଭାଗ ସଚିବ, ଡିଜି କ୍ରାଇମଙ୍କ ସହ ବହୁ ଅଧିକାରୀ ଯୋଗଦେଇ ଭାଇରସ ଆତଙ୍କ ନେଇ ଆଲୋଚନା କରୁଥିବା ଜଣାପଡ଼ିଛି। ପୂର୍ବରୁ ଗଞ୍ଜାମରେ ଦୁଇଟି ହସ୍ପିଟାଲର କମ୍ପ୍ୟୁଟର୍ ଏହି ରାନସମୱେର ଭାଇରସର ଶିକାର ହୋଇଥିବା ବେଳେ କ୍ରାଇମବ୍ରାଞ୍ଚ ସାଇବର୍ ସେଲ୍ ଏହାର ତଦନ୍ତ ଦାୟିତ୍ୱ ନେଇଛି। ଗତକାଲି ଆଇଟି ମନ୍ତ୍ରୀ ଚନ୍ଦ୍ରସାରଥୀ କହିଥିଲେ,“ଘଟଣା ଉପରେ ସରକାରଙ୍କ ନଜର ରହିଛି। […]

ORISSA_SECRETARIAT

Rakesh Mallick
  • Published: Friday, 19 May 2017
  • , Updated: 19 May 2017, 11:22 AM IST

ଭୁବନେଶ୍ୱର: ଓଡ଼ିଶାରେ ରାନସମୱେର ଭାଇରସ ପ୍ରସଙ୍ଗ ନେଇ ସଚିବାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି।  ଏହି ସମୀକ୍ଷା ବୈଠକରେ ଗୃହ ବିଭାଗ ସଚିବ, ଡିଜି କ୍ରାଇମଙ୍କ ସହ ବହୁ ଅଧିକାରୀ ଯୋଗଦେଇ ଭାଇରସ ଆତଙ୍କ ନେଇ ଆଲୋଚନା କରୁଥିବା ଜଣାପଡ଼ିଛି।

ପୂର୍ବରୁ ଗଞ୍ଜାମରେ ଦୁଇଟି ହସ୍ପିଟାଲର କମ୍ପ୍ୟୁଟର୍ ଏହି ରାନସମୱେର ଭାଇରସର ଶିକାର ହୋଇଥିବା ବେଳେ କ୍ରାଇମବ୍ରାଞ୍ଚ ସାଇବର୍ ସେଲ୍ ଏହାର ତଦନ୍ତ ଦାୟିତ୍ୱ ନେଇଛି।

ଗତକାଲି ଆଇଟି ମନ୍ତ୍ରୀ ଚନ୍ଦ୍ରସାରଥୀ କହିଥିଲେ,“ଘଟଣା ଉପରେ ସରକାରଙ୍କ ନଜର ରହିଛି। ଏଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।”

Related story