ଆଜି ଟେଡି ଡେ’: ଜାଣନ୍ତୁ କିସ୍‌ ଡେ’ କେବେ

ଏବେ ଚାଲିଛି ଭାଲେଣ୍ଟାଇନ୍‌ ସପ୍ତାହ। ଗତକାଲି ଚକୋଲେଟ୍ ଡେ’ ଥିଲା ବେଳେ ଆଜି ହେଉଛି ଟେଡି ଡେ’। ଭଲେଣ୍ଟାଇନ୍ ସପ୍ତାହର ଚତୁର୍ଥ ଦିନକୁ ଆମେ ଟେଡି ଡେ’ କହିଥାଉ। ଏହି ଦିନ ପ୍ରେମିକ-ପ୍ରେମିକା ଉଭୟଙ୍କୁ  ଟେଡି ବିୟର ଉପହାର ଦେଇଥାନ୍ତି। ଏଥିପାଇଁ ବଜାରରେ ଅନେକ ଡିଜାଇନ୍‌ର ଟେଡି ବିୟର ବିକ୍ରି ହୋଇଥାଏ। ପିଙ୍କ୍‌, ରେଡ୍, ମେରୁନ୍‌  ଓ ଧଳା ରଙ୍ଗ ଭଳି  ବିଭିନ୍ନ ଟେଡି ବିୟର ବଜାରରେ ମିଳିଥାଏ। ଆଜିକାଲି କେତେକ ପ୍ରେମିକ-ପ୍ରେମିକା ଅନ୍‌ଲାଇନ୍‌ରେ ଟେଡି ବୁକିଂ […]

Happy-Teddy-Day

Rakesh Mallick
  • Published: Saturday, 10 February 2018
  • , Updated: 10 February 2018, 10:40 AM IST

ଏବେ ଚାଲିଛି ଭାଲେଣ୍ଟାଇନ୍‌ ସପ୍ତାହ। ଗତକାଲି ଚକୋଲେଟ୍ ଡେ’ ଥିଲା ବେଳେ ଆଜି ହେଉଛି ଟେଡି ଡେ’। ଭଲେଣ୍ଟାଇନ୍ ସପ୍ତାହର ଚତୁର୍ଥ ଦିନକୁ ଆମେ ଟେଡି ଡେ’ କହିଥାଉ। ଏହି ଦିନ ପ୍ରେମିକ-ପ୍ରେମିକା ଉଭୟଙ୍କୁ  ଟେଡି ବିୟର ଉପହାର ଦେଇଥାନ୍ତି। ଏଥିପାଇଁ ବଜାରରେ ଅନେକ ଡିଜାଇନ୍‌ର ଟେଡି ବିୟର ବିକ୍ରି ହୋଇଥାଏ। ପିଙ୍କ୍‌, ରେଡ୍, ମେରୁନ୍‌  ଓ ଧଳା ରଙ୍ଗ ଭଳି  ବିଭିନ୍ନ ଟେଡି ବିୟର ବଜାରରେ ମିଳିଥାଏ। ଆଜିକାଲି କେତେକ ପ୍ରେମିକ-ପ୍ରେମିକା ଅନ୍‌ଲାଇନ୍‌ରେ ଟେଡି ବୁକିଂ କରି ନିଜ ପାଟର୍ନର ପାଖକୁ  ପଠାଇଥାନ୍ତି। ଏହାସହିତ କିଛି ଖାସ୍‌ ମେସେଜ୍‌  ମଧ୍ୟ କାର୍ଡରେ ଲେଖି ଟେଡି ଦେଇଥାନ୍ତି।

ଏହାପୂର୍ବରୁ ୭ ଫେବ୍ରୁଆରୀକୁ ଆମେ ରୋଜ ଡେ’, ୮ ରେ ପ୍ରପୋଜ ଡେ’ ଓ ୯ରେ ଚକୋଲେଟ୍ ଡେ’ ପାଳନ କରି ସାରୁଛି। ୧୧ ଫେବ୍ରୁଆରୀରେ  ପ୍ରୋମିସ୍‌ ଡେ’, ୧୨ରେ ହଗ୍‌ ଡେ’, ୧୩ରେ କିସ୍‌ ଡେ’ ଓ ୧୪ରେ ଭାଲେଣ୍ଟାଇନ୍‌ ଡେ’ ପାଳନ କରାଯାଇଥାଏ।

Related story