ତୁଳସୀ ପତ୍ର କେଉଁ ଦିନ ତୋଳାଯାଏ ନାହିଁ

ହିନ୍ଦୁ ଧର୍ମରେ ତୁଳସୀକୁ ଏକ ପବିତ୍ର ବୃକ୍ଷ ବୋଲି କୁହାଯାଏ। ପ୍ରାୟତଃ ସମସ୍ତଙ୍କ ଘର ଅଗଣାରେ ତୁଳସୀ ଗଛ ଲାଗିଥାଏ। ତୁଳସୀ ପତ୍ର ଭଗବାନ ବିଷ୍ଣୁଙ୍କର ଅତି ପ୍ରିୟ। ତେଣୁ ଆମେ ପ୍ରତିଦିନ ଠାକୁର ପୂଜା କରିବା ସମୟରେ ତୁଳସୀ ପତ୍ର ଓ ଜଟ ଭଗବାନ ନିକଟରେ ଅର୍ପଣ କରିଥାଉ। ତେବେ ତୁଳସୀକୁ ନେଇ ଅନେକ ମାନ୍ୟତା ରହିଛି। କୁହାଯାଏ ରବିବାର ଦିନ ତୁଳସୀ ପତ୍ର ତୋଳାଯାଏ  ନୁହେଁ। ରବିବାର ଭଗବାନ ବିଷ୍ଣୁଙ୍କର ଅତିପ୍ରିୟ ଦିନ ହୋଇଥିବାରୁ […]

tulasi

Rakesh Mallick
  • Published: Tuesday, 20 March 2018
  • , Updated: 20 March 2018, 09:28 AM IST

ହିନ୍ଦୁ ଧର୍ମରେ ତୁଳସୀକୁ ଏକ ପବିତ୍ର ବୃକ୍ଷ ବୋଲି କୁହାଯାଏ। ପ୍ରାୟତଃ ସମସ୍ତଙ୍କ ଘର ଅଗଣାରେ ତୁଳସୀ ଗଛ ଲାଗିଥାଏ। ତୁଳସୀ ପତ୍ର ଭଗବାନ ବିଷ୍ଣୁଙ୍କର ଅତି ପ୍ରିୟ। ତେଣୁ ଆମେ ପ୍ରତିଦିନ ଠାକୁର ପୂଜା କରିବା ସମୟରେ ତୁଳସୀ ପତ୍ର ଓ ଜଟ ଭଗବାନ ନିକଟରେ ଅର୍ପଣ କରିଥାଉ। ତେବେ ତୁଳସୀକୁ ନେଇ ଅନେକ ମାନ୍ୟତା ରହିଛି। କୁହାଯାଏ ରବିବାର ଦିନ ତୁଳସୀ ପତ୍ର ତୋଳାଯାଏ  ନୁହେଁ।

ରବିବାର ଭଗବାନ ବିଷ୍ଣୁଙ୍କର ଅତିପ୍ରିୟ ଦିନ ହୋଇଥିବାରୁ ଏହି ଦିନ ତୁଳସୀପତ୍ରକୁ ତୋଳା ଯାଇନଥାଏ।

ସାଧାରଣରେ ବିଶ୍ୱାସ ରହିଛି ଗୁରୁବାର ଦିନ ତୁଳସୀ ଗଛ ଲଗାଇବା ଦ୍ୱାରା ଅତ୍ୟନ୍ତ ଶୁଭ ହୋଇଥାଏ। ଏମିତିକି କାର୍ତ୍ତିକ ମାସରେ  ତୁଳସୀ ଗଛ ଲଗାଇବା ସବୁଠାରୁ ଭଲ ବୋଲି କୁହାଯାଏ।

Related story