ଜାଣନ୍ତୁ ମାନସିକ ଅଶାନ୍ତି ଦୂର କରିବାର ଏକ ସହଜ ଉପାୟ

Ordigital Desk
  • Published: Thursday, 23 November 2017
  • , Updated: 23 November 2017, 12:35 PM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୁହାଯାଏ ସୁଖୀ ରହୁଥିବା ବ୍ୟକ୍ତିଙ୍କ ଆୟୁଷ ବଢ଼େ ଓ ଦୁଃଖୀ ରହୁଥିବା ବ୍ୟକ୍ତିଙ୍କର ଆୟୁଷ କମେ। ଏକଥା ଜାଣି ମଧ୍ୟ ଅନେକ ଲୋକ ଦୁଃଖରେ ରହନ୍ତି। ଆଜିକାଲି ଆମେ ଯାହାକୁ ପଚାରିବା କେମିତି ଅଛ, ଉତ୍ତର ଗୋଟେ ଆସିବ-ବହୁତ ଟେନସନ୍&zwnj;ରେ। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଏହି ଟେନସନ୍&zwnj; ରୋଗର ନିବାରଣ ପାଇଁ ଗୋଟେ ଉପାୟ ଅଛି। ଦୁଇ ଯୋଡ଼ା ବାଉଁଶ ତିଆରି ବଇଁଶିକୁ ଛକି ଆକୃତିର କରି ଡ୍ରଇଁ ରୁମ୍&zwnj;ରେ ସଜେଇ ଦିଅନ୍ତୁ। ଏପରି କରିବା ଦ୍ୱାରା ମାନସିକ ଅଶାନ୍ତି ଦୂର ହୋଇଥାଏ।</p> <p>&amp;nbsp;</p>

Related story