ସୂର୍ଯ୍ୟ ଅସ୍ତ ପରେ ଏହି ୩ଟି ଜିନିଷ କାହାକୁ ଦିଅନ୍ତୁ ନାହିଁ

Ordigital Desk
  • Published: Saturday, 14 April 2018
  • , Updated: 14 April 2018, 08:03 AM IST
<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ସାହାଯ୍ୟ କରିବାର କୌଣସି ସମୟ ନଥାଏ। ଯଦି ଆମ ଆଖପାଖ ଲୋକ କିମ୍ବା ପଡୋଶୀ କିଛି ସାମଗ୍ରୀ ମାଗନ୍ତି ତେବେ ଆମେ ତାଙ୍କୁ ବିନା ଦ୍ୱନ୍ଦ୍ୱରେ ଦେଇଥାଉ। ଘରକରଣା ସାମଗ୍ରୀ ହେଉ ଅବା ଖାଦ୍ୟପେୟ, ବେଳେବେଳେ ପଡୋଶୀ ମାନେ ଆମକୁ କିଛି ସାମଗ୍ରୀ ମାଗନ୍ତି। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଦେବାନେବା ସମୟରେ ଟିକେ ଧ୍ୟାନ ଦିଅନ୍ତୁ। କାରଣ ଏହାର କିଛି ନିୟମ ରହିଛି। ସୂର୍ଯ୍ୟ ଅସ୍ତ ପରେ କ୍ଷୀର, ହଳଦି ଏବଂ ଝାଡୁ କାହାକୁ ଦିଅନ୍ତୁ ନାହିଁ। ଏହାଦ୍ୱାରା ଅମଙ୍ଗଳ ହୋଇଥାଏ। (ଦେଖନ୍ତୁ ଭିଡିଓ)</p>

Related story