ମନସ୍କାମନା କରିବାର ରହିଛି ନିର୍ଦ୍ଦିଷ୍ଟ ସମୟ: ଜାଣନ୍ତୁ କେଉଁ ସମୟ

Ordigital Desk
  • Published: Sunday, 13 May 2018
  • , Updated: 13 May 2018, 01:21 PM IST
<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ସମସ୍ତଙ୍କର କିଛି ନା କିଛି ମନସ୍କାମନା ଥାଏ। ଯାହାକୁ ପୂରଣ କରିବା ପାଇଁ ଲୋକମାନେ ପରିଶ୍ରମ କରନ୍ତି। କିଛି ଲୋକ ଅଛନ୍ତି ମନସ୍କାମନା ପୂରଣ ପାଇଁ ପୂଜାପାଠ କରନ୍ତି। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ମନସ୍କାମନା ପୂରଣ କରିବାର ଏକ ସହଜ ଉପାୟ ରହିଛି। ଏକ ନିର୍ଦ୍ଦିଷ୍ଟ&nbsp;ଦିନ ରହିଛି ଯେଉଁ ଦିନ ମନସ୍କାମନା ରଖିଲେ ପୂରଣ ହୁଏ। ସାତଟି ଦ୍ୱିତୀୟା ଚନ୍ଦ୍ର ଦର୍ଶନ କରି ଯଦି କିଛି ମାଗିବେ ତେବେ ତାହା ପୂରଣ ହବ।</p> <p>&lt;span style=&quot;color: #ff0000;&quot;&gt;&lt;strong&gt;ଦ୍ୱିତୀୟା ଚନ୍ଦ୍ର କ&lt;/strong&gt;&lt;strong&gt;&#039;ଣ&lt;/strong&gt;&lt;/span&gt;</p> <p>ଆମାବାସ୍ୟା ହେଉଛି ଶୂନ। ଅମାବାସ୍ୟା ପରଦିନ ହେଉଛି ପ୍ରତିପଦ। ଏହା ହେଉଛି ଏକ। ପ୍ରତିପଦ ପରଦିନ ହେଉଛି ଦ୍ୱିତୀୟା। ଏହି ଦ୍ୱିତୀୟା ଚନ୍ଦ୍ର ଆକାଶର ପଶ୍ଚିମ ପଟେ ସଂଧ୍ୟା ୫ଟାରୁ ୭ଟା ମଧ୍ୟରେ ଆସନ୍ତି। ଏହି ସମୟରେ ଚନ୍ଦ୍ର ଦର୍ଶନ କରି ଯାହା ମାଗିବେ ତାହା ପୂରଣ ହେବ। &nbsp;&nbsp;(ଦେଖନ୍ତୁ ଭିଡିଓ )</p>

Related story