ଜାଣନ୍ତୁ କେଉଁ ମାଛ ଦେହ ପାଇଁ ଉପକାରୀ, ଏହାକୁ କେମିତି ଖାଇବେ

Ordigital Desk
  • Published: Monday, 12 February 2018
  • , Updated: 12 February 2018, 08:55 AM IST
<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ମାଛ ଶରୀର ପାଇଁ ବେଶ୍ ଉପକାରୀ। ଏଥିରେ &#039;ଭିଟାମିନ୍&zwnj; ଡି&#039; ଥାଏ ଯାହା ହାଡକୁ ମଜବୁତ କରିବାରେ ସାହାଯ୍ୟ କରେ। କିଛି ମାଛରେ &#039;ଭିଟାମିନ୍&zwnj; ଏ&#039; ମଧ୍ୟ ଥାଏ। ମାଛ ଉଚ୍ଚ ରକ୍ତଚାପ ନିୟନ୍ତ୍ରିତ କରିବା ସହ ତ୍ୱଚା ଓ କେଶ ପାଇଁ ମଧ୍ୟ ଉପଯୋଗୀ। ବଡ ମାଛ ଅପେକ୍ଷା ଚୁନା ମାଛ ଶରୀର ପାଇଁ ବେଶି ହିତକର। ଏହା ଦୃଷ୍ଟି ଶକ୍ତି ବୃଦ୍ଧି କରିବା ସହ ପିଲାମାନଙ୍କର ସ୍ମରଣ ଶକ୍ତି ବଢାଇଥାଏ। ତେବେ ଆପଣ ଖାଉଥିବା ସମସ୍ତ ଚୁନା ମାଛ ମଧ୍ୟରୁ ମହୁରାଳୀ ମାଛ ସବୁଠୁ ଭଲ ବୋଲି କୁହାଯାଏ। ମାଛର ଯେତେ ପ୍ରକାର ଆଇଟମ୍&zwnj; ଅଛି ସେଥିରୁ ମାଛପୋଡା ଶରୀର ପାଇଁ ବେଶ୍ ହିତକର। ତେଣୁ ଚେଷ୍ଟା କରନ୍ତୁ ବେଳେବେଳେ ମାଛକୁ ପୋଡି ଖାଇବା ପାଇଁ। ସବିଶେଷ ଜାଣିବାକୁ ଦେଖନ୍ତୁ ଏହି ଭିଡିଓ।</p>

Related story