ଜାଣନ୍ତୁ କେଉଁ ୨ଟି ଜିନିଷ ଏକାଠି କିଣିଲେ ଅମଙ୍ଗଳ
- Published: Monday, 19 March 2018
- , Updated: 19 March 2018, 12:10 PM IST
<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଅନେକ ସମୟରେ ଆପଣ ଘରକରଣା ଜିନିଷ କିଣୁଥିବେ। ଯାହା ଆବଶ୍ୟକ ତାହା ବଜାର ଯାଇ ଏକସଙ୍ଗେ କିଣି ଆଣୁଥିବେ। ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ କିଣାକିଣି କରିବା ସମୟରେ ଟିକେ ଧ୍ୟାନ ଦିଅନ୍ତୁ। କାରଣ ଏମିତି କିଛି ଘରକରଣା ଜିନିଷ ରହିଛି ଯାହା ଏକ ସଙ୍ଗେ କିଣିଲେ ଘର ପାଇଁ ଅମଙ୍ଗଳ ହୋଇଥାଏ। ଝାଡୁ ଏବଂ କୁଲାକୁ ଏକସଙ୍ଗେ କିଣନ୍ତୁ ନାହିଁ। ଏଥିସହ ଝାଡୁ ଓ କୁଲାକୁ ଘରେ ଏକାଠି ରଖନ୍ତୁ ନାହିଁ। ଏହାଦ୍ୱାରା ପରିବାରରେ ଅଶୁଭ ହୋଇଥାଏ।</p>