କାର୍ତ୍ତିକ ପୂର୍ଣ୍ଣିମାରେ ଶୁଭଯୋଗ: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ହିଁ ଶୁଭ

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଏଥିସହ ଶନିବାର। ଆଜି ସକାଳ ୬.୧୧ଟାରୁ ପୂର୍ବାହ୍ନ ୧୦ଟା ୫୩ ପର୍ଯ୍ୟନ୍ତ ଭଲ ଯୋଗ ରହିଛି। ଆଜି ଆଇନ ସମ୍ବନ୍ଧିୟ କାମ ପାଇଁ ଶୁଭଦିନ। ସମ୍ପତ୍ତି, ଜମିଜମା କାମ ହାତକୁ ନେଲେ ଶୁଭ ଫଳ ମିଳିବ। ଆଜିର ଦିନଟି କିଛି ରାଶିର ବ୍ୟକ୍ତିଙ୍କ ପାଇଁ ଆଜିର ଦିନଟି ଭଲ ହୋଇଥିବା ବେଳେ କିଛି ରାଶି ପାଇଁ ଖରାପ। ଆସନ୍ତୁ ଜାଣିବା ଆଜିର ଦିନଟି କେଉଁ ରାଶିର ବକ୍ତିଙ୍କ ଭଲ ଆସନ୍ତୁ ଜାଣିବା। […]

maxresdefault

Rakesh Mallick
  • Published: Saturday, 04 November 2017
  • , Updated: 04 November 2017, 12:26 PM IST

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଏଥିସହ ଶନିବାର। ଆଜି ସକାଳ ୬.୧୧ଟାରୁ ପୂର୍ବାହ୍ନ ୧୦ଟା ୫୩ ପର୍ଯ୍ୟନ୍ତ ଭଲ ଯୋଗ ରହିଛି। ଆଜି ଆଇନ ସମ୍ବନ୍ଧିୟ କାମ ପାଇଁ ଶୁଭଦିନ। ସମ୍ପତ୍ତି, ଜମିଜମା କାମ ହାତକୁ ନେଲେ ଶୁଭ ଫଳ ମିଳିବ। ଆଜିର ଦିନଟି କିଛି ରାଶିର ବ୍ୟକ୍ତିଙ୍କ ପାଇଁ ଆଜିର ଦିନଟି ଭଲ ହୋଇଥିବା ବେଳେ କିଛି ରାଶି ପାଇଁ ଖରାପ। ଆସନ୍ତୁ ଜାଣିବା ଆଜିର ଦିନଟି କେଉଁ ରାଶିର ବକ୍ତିଙ୍କ ଭଲ ଆସନ୍ତୁ ଜାଣିବା।

ମେଷ: ଆଜି ଆପଣଙ୍କୁ ଭଲ କାମ ପାଇଁ ସମ୍ମାନ ମିଳିବ। ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ। ବ୍ୟବସାୟରେ ସଫଳ ହେବେ ଓ ଉନ୍ନତି କରିବେ । ଅଟକି ରହିଥିବା ଧନ ଆଜି ପ୍ରାପ୍ତ ହେବ। ପରିବାରରେ ଶୁଖ ଶାନ୍ତିର ପରିବେଶ ରହିବ। ଜୀବନସାଥୀ ସହ ତାଳମେଳ ଭଲରହିବ।

ବୃଷ: ବ୍ୟବସାୟ ପାଇଁ ଆଜି ଭଲ ସୁଯୋଗ ରହିଛି। ପରିବାର ସହ ଜଡିତ କିଛି ବଡ ସମସ୍ୟାର ସମାଧାନ ହୋଇପାରେ। ଗୁରୁଜନଙ୍କ କଥାରେ ଆଗକୁ ବଢନ୍ତୁ ସଫଳତା ମିଳିବ। ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଭଲ।

ମିଥୁନ: ଆଜି ଆପଣଙ୍କର ପରାକ୍ରମ ଓ ପୁରୁଷାର୍ଥ ବଢିବ। ରାଜନୀତି କ୍ଷେତ୍ରରେ ଜଡିତ ଲୋକମାନଙ୍କ ପାଇଁ ଦନଟି ଭଲ। ପଦ ଓ ପ୍ରତିଷ୍ଠା ମିଳିବ। ବିଦେଶରେ ବ୍ୟାପାରୀମାନେ ବଡ ଡିଲ୍ ମଧ୍ୟ କରିପାରିବେ। ଗାଈକୁ ଘାସ ଖୁଆନ୍ତୁ ଶୁଖ, ସୌଭାଗ୍ୟ ପ୍ରାପ୍ତ ହେବ।

ଆହୁରି ମଧ୍ୟ ପଢନ୍ତୁ: କଳା ରଙ୍ଗର ବ୍ରତ ଆପଣଙ୍କୁ କରିପାରେ ମାଲାମାଲ

Related story