ଚିନ୍ତା ବଢ଼ାଉଛି ଆନ୍ଧ୍ର ଷ୍ଟ୍ରେନ୍‌

ପାରଳାଖେମୁଣ୍ଡି (ଓଡ଼ିଶା ରିପୋର୍ଟର) ବର୍ତ୍ତମାନ ସାରା ଦେଶକୁ କରୋନା ର ଦ୍ୱିତୀୟ ଲହର ଅସ୍ତବ୍ୟସ୍ତ କରିଦେଇଥିବା ବେଳେ ଓଡ଼ିଶା କୁ ପଡ଼ୋଶୀ ଆନ୍ଧ୍ର ପ୍ରଦେଶର ଷ୍ଟ୍ରେନ ଚିନ୍ତା ବଢ଼ାଇଛି। ଆନ୍ଧ୍ର-ଓଡ଼ିଶା ସୀମାନ୍ତ  ଜିଲ୍ଲା ଗୁଡିକ ରେ ଥିବା ଆନ୍ତଃ ରାଜ୍ୟ କୁ ସଂଯୋଗ କରୁଥିବା ରାସ୍ତା ଗୁଡ଼ିକୁ ସିଲ୍ କରାଯିବା ସହ ସାଧାରଣ ଲୋକଙ୍କୁ ଆନ୍ଧ୍ର ଯିବାକୁ ବାରଣ କରାଯାଇଛି । ଗଜପତି ଜିଲ୍ଲା ରୁ ଆନ୍ଧ୍ର କୁ ସଂଯୋଗ କରୁଥିବା ବିଭିନ୍ନ ସ୍ଥାନରେ ନାକା ଲଗାଯାଇ […]

Covid-19

Covid-19

Tapas Behera
  • Published: Monday, 10 May 2021
  • Updated: 10 May 2021, 04:59 PM IST

Sports

Latest News

ପାରଳାଖେମୁଣ୍ଡି (ଓଡ଼ିଶା ରିପୋର୍ଟର) ବର୍ତ୍ତମାନ ସାରା ଦେଶକୁ କରୋନା ର ଦ୍ୱିତୀୟ ଲହର ଅସ୍ତବ୍ୟସ୍ତ କରିଦେଇଥିବା ବେଳେ ଓଡ଼ିଶା କୁ ପଡ଼ୋଶୀ ଆନ୍ଧ୍ର ପ୍ରଦେଶର ଷ୍ଟ୍ରେନ ଚିନ୍ତା ବଢ଼ାଇଛି। ଆନ୍ଧ୍ର-ଓଡ଼ିଶା ସୀମାନ୍ତ  ଜିଲ୍ଲା ଗୁଡିକ ରେ ଥିବା ଆନ୍ତଃ ରାଜ୍ୟ କୁ ସଂଯୋଗ କରୁଥିବା ରାସ୍ତା ଗୁଡ଼ିକୁ ସିଲ୍ କରାଯିବା ସହ ସାଧାରଣ ଲୋକଙ୍କୁ ଆନ୍ଧ୍ର ଯିବାକୁ ବାରଣ କରାଯାଇଛି । ଗଜପତି ଜିଲ୍ଲା ରୁ ଆନ୍ଧ୍ର କୁ ସଂଯୋଗ କରୁଥିବା ବିଭିନ୍ନ ସ୍ଥାନରେ ନାକା ଲଗାଯାଇ ସିଲ୍ କରାଯାଇଛି ।

ତେବେ ପୁଲିସ ଓ ଜିଲ୍ଲା ପ୍ରଶାସନ କେବଳ ମୁଖ୍ୟ ରାସ୍ତାକୁ ଜଗିରହିଥିବା ବେଳେ ଗ୍ରାମାଞ୍ଚଳରେ ବିଭିନ୍ନ ରାସ୍ତା ଗୁଡିକ ଦେଈ ଆନ୍ଧ୍ର ଲୋକେ ବେନିୟମ ଭାବରେ ଯା ଆସ କରୁଛନ୍ତି। ଅନ୍ୟପଟେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୦,୦୩୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଏହି ରିପୋର୍ଟ ଆସିଛି। ଏହା ସହିତ ଲଗାତାର ୫ ଦିନ ହେଲା ରାଜ୍ୟରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ଉପରେ ରହିଛି। ସେହିପରି କରୋନାରେ ରାଜ୍ୟରେ ଆଉ ୧୭ ଜଣଙ୍କର ମୃତ୍ୟୁ ଘଟିଛି।

୧୦,୦୩୧ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୬୬୨୩ କ୍ୱାରେଣ୍ଟାଇନରେ ଥିଲେ। ବାକି ୩୪୦୮ଟି ହେଉଛି ଲୋକାଲ୍ କେସ୍‌।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story