ଆସାମ-ଓଡିଶା ରଣଜୀ ମ୍ୟାଚ : ଦ୍ୱିତୀୟ ଇନିଂସରେ ୧୩୭ ରନରେ ଆସାମ ଅଲଆଉଟ୍

କଟକ: ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଓଡିଶା-ଆସାମ ରଣଜୀ ମ୍ୟାଚର ତୃତୀୟ ଦିନରେ ଆସାମ ୧୩୭ରନ୍ କରି ଅଲଆଉଟ୍ ହୋଇଯାଇଛି । ଓଡ଼ିଶା ପକ୍ଷରୁ ସୂର୍ଯ୍ୟକାନ୍ତ ପ୍ରଧାନ ୫ଟି ୱିକେଟ୍, ବସନ୍ତ ମହାନ୍ତି ୩ଟି ଏବଂ ଆଲୋକ ସାହୁ ଗୋଟିଏ ୱିକେଟ୍ ହାସଲ କରିଛନ୍ତି। ଦ୍ୱିତୀୟ ଇନିଂସରେ ଆସାମ ୧୪୧ ରନରେ ଆଗୁଆ ରହିଥିଲା। ବର୍ତ୍ତମାନ ୧୪୨ରନରେ ବିଜୟ ଲକ୍ଷ୍ୟର ପିଛା କରୁଛି ଘରୋଇ ଦଳ ଓଡ଼ିଶା।

orissa-assam-ranjee-12-1024x717

Rakesh Mallick
  • Published: Saturday, 17 October 2015
  • , Updated: 17 October 2015, 09:47 AM IST

Related story