ରାଜା ମୃତ୍ୟୁ ମାମଲା: ଜେସିଙ୍କ ଜାମିନ୍ ଆବେଦନ ଶୁଣାଣି ଆଜି

ବାଲେଶ୍ୱର: ଅଭିନେତା ରାଜା ପଟ୍ଟନାୟକ ମୃତ୍ୟୁ ମାମଲାରେ ଗିରଫ ହୋଇ ଜେଲରେ ଥିବା ଅଭିନେତ୍ରୀ ଜେସିଙ୍କ ଜାମିନ୍ ଆବେଦନ ଉପରେ ଆଜି ଶୁଣାଣି ହେବ। ବାଲେଶ୍ୱର ଜିଲ୍ଳା ଦୌରାଜଜ୍ ଜାମିନ୍ ଆବେଦନର ଶୁଣାଣି କରିବେ। ସୋମବାର  ପୁଣି ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ଯାଇଛନ୍ତି ଜେସି। ସୋର ଉପକାରଗାରରେ ଗତ ୧୬ ତାରିଖରୁ ଦୁଇ ସପ୍ତାହ ପାଇଁ ରହିଥିବା ଜେସିଙ୍କ ଅବଧି ଗତକାଲି ପୂରଣ ହୋଇଥିଲା। ତାଙ୍କୁ ସୋର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ […]

jesi

Rakesh Mallick
  • Published: Tuesday, 01 March 2016
  • , Updated: 01 March 2016, 07:08 AM IST

ବାଲେଶ୍ୱର: ଅଭିନେତା ରାଜା ପଟ୍ଟନାୟକ ମୃତ୍ୟୁ ମାମଲାରେ ଗିରଫ ହୋଇ ଜେଲରେ ଥିବା ଅଭିନେତ୍ରୀ ଜେସିଙ୍କ ଜାମିନ୍ ଆବେଦନ ଉପରେ ଆଜି ଶୁଣାଣି ହେବ। ବାଲେଶ୍ୱର ଜିଲ୍ଳା ଦୌରାଜଜ୍ ଜାମିନ୍ ଆବେଦନର ଶୁଣାଣି କରିବେ।

ସୋମବାର  ପୁଣି ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ଯାଇଛନ୍ତି ଜେସି। ସୋର ଉପକାରଗାରରେ ଗତ ୧୬ ତାରିଖରୁ ଦୁଇ ସପ୍ତାହ ପାଇଁ ରହିଥିବା ଜେସିଙ୍କ ଅବଧି ଗତକାଲି ପୂରଣ ହୋଇଥିଲା। ତାଙ୍କୁ ସୋର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା। ଜେଏମ୍‌ଏଫ୍‌ସି ତାଙ୍କୁ ପୁଣି ଥରେ ୧୪ ଦିନ ପାଇଁ ସୋର ଉପକାରାଗାରକୁ ପଠାଇ ଦେଇଛନ୍ତି।

 ଜେଲରେ ଜେସି ଠିକ୍ ଭାବେ ଖାଦ୍ୟ ଖାଉନଥିବାରୁ ତାଙ୍କ ସ୍ୱାସ୍ଥ୍ୟରେ ଅବନତି ଘଟିଛି।

Related story