ଉପନିର୍ବାଚନ: ପ୍ରାର୍ଥୀଙ୍କ ବିଜ୍ଞାପନ ଉପରେ କଟକଣା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ରାଜ୍ୟର ଦୁଇଟି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଜୋରଦାର ହୋଇଥିବାବେଳେ ନିର୍ବାଚନ କମିଶନଙ୍କ ଦ୍ୱାରା ପ୍ରାର୍ଥୀଙ୍କ ବିଜ୍ଞାପନ ଉପରେ କଟକଣା ଜାରି ହୋଇଛି। ଭୋଟ୍ ଗ୍ରହଣ ଦିନ କିମ୍ବା ଏହାର ପୂର୍ବଦିନ ପ୍ରାର୍ଥୀଙ୍କ ସପକ୍ଷରେ କୌଣସି ବିଜ୍ଞାପନ ପ୍ରକାଶ ପାଇବ ନାହିଁ। ଏନେଇ ନିର୍ବାଚନ ହେବାକୁ ଥିବା ଓଡ଼ିଶା ସମେତ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କୁ ଜାତୀୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ନିର୍ବାଚନ କମିଶନ ଗତକାଲି ଦେଇଥିବା ଏହି […]

election-1

election-1

Tapas Behera
  • Published: Tuesday, 20 October 2020
  • Updated: 20 October 2020, 08:08 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ରାଜ୍ୟର ଦୁଇଟି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଜୋରଦାର ହୋଇଥିବାବେଳେ ନିର୍ବାଚନ କମିଶନଙ୍କ ଦ୍ୱାରା ପ୍ରାର୍ଥୀଙ୍କ ବିଜ୍ଞାପନ ଉପରେ କଟକଣା ଜାରି ହୋଇଛି। ଭୋଟ୍ ଗ୍ରହଣ ଦିନ କିମ୍ବା ଏହାର ପୂର୍ବଦିନ ପ୍ରାର୍ଥୀଙ୍କ ସପକ୍ଷରେ କୌଣସି ବିଜ୍ଞାପନ ପ୍ରକାଶ ପାଇବ ନାହିଁ। ଏନେଇ ନିର୍ବାଚନ ହେବାକୁ ଥିବା ଓଡ଼ିଶା ସମେତ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କୁ ଜାତୀୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି।

ଜାତୀୟ ନିର୍ବାଚନ କମିଶନ ଗତକାଲି ଦେଇଥିବା ଏହି ନିର୍ଦ୍ଦେଶନାମାରେ କହିଛନ୍ତି ଯେ, ଭୋଟ୍ ଗ୍ରହଣ ନଭେମ୍ବର ୩ତାରିଖରେ ହେଉଥିବାବେଳେ ଏହାର ଦିନକ ପୂର୍ବରୁ ଅର୍ଥାତ ନଭେମ୍ବର ୨ ଓ ୩ରେ କୌଣସି ଛାପା ଗଣମାଧ୍ୟମ(ପ୍ରିଣ୍ଟ ମିଡିଆ)ରେ ପ୍ରାର୍ଥୀ, ପାର୍ଟି ଓ ସଂସ୍ଥା କେହି ବି ବିଜ୍ଞାପନ ଛାପିପାରିବେ ନାହିଁ। ଏମସିଏମସି କମିଟି ଦ୍ୱାରା ଅନୁମୋଦିତ ବିଜ୍ଞାପନ ହିଁ ଛପା ହୋଇପାରିବ।

ବିଜ୍ଞାପନର ବିଷୟବସ୍ତୁକୁ ଏମସିଏମସି କମିଟି ଯାଂଚ କରିବ। କମିଶନଙ୍କ ଏହି ନିର୍ଦ୍ଦେଶକୁ ତୁରନ୍ତ ସମସ୍ତ ରାଜନୀତିକ ଦଳର ସଭାପତି, ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀ ଓ ରାଜ୍ୟର ସମ୍ବାଦପତ୍ରଗୁଡ଼ିକୁ ଅବଗତ କରାଇବା ପାଇଁ କୁହାଯାଇଛି। ଏହି ନିୟମକୁ ପାଳନ ନିମନ୍ତେ ମଧ୍ୟ ଗଣମାଧ୍ୟମରେ ଆବଶ୍ୟକ ପ୍ରଚାର କରାଇବାକୁ ମଧ୍ୟ କମିଶନ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story