ଗଣେଶ ପୂଜାରେ ସବୁଠି ଉତ୍ସାହର ମାହୋଲ

ଭୁବନେଶ୍ୱର: ଅଗ୍ରପୂଜ୍ୟ ଗଣପତିଙ୍କ ପୂଜା ଆଜି ବେଶ ଧୂମଧାମରେ ପାଳିତ ହୋଇଯାଇଛି। ଏଥିପାଇଁ ରାଜଧାନୀ ସମେତ ସମଗ୍ର ରାଜ୍ୟ ଚଳଚଞ୍ଚଳ ହୋଇଉଠିଥିଲା। ବିଭିନ୍ନ ସ୍ଥାନରେ ଗଣପତିଙ୍କ ଆକର୍ଷଣୀୟ ମେଢ କରାଯାଇଛି। ବିଶେଷକରି ଶିକ୍ଷାନୁଷ୍ଠାନରେ ସ୍ୱତନ୍ତ୍ର ପୂଜା ଆୟୋଜନ କରାଯାଇଥିଲା। ଚଳିତବର୍ଷ ରାଜଧାନୀରେ ଛୋଟବଡ଼ ୫୦୦ରୁ ଅଧିକ ପୂଜା ମଣ୍ଡପରେ ବିଘ୍ନରାଜଙ୍କ ପୂଜା କରାଯାଉଛି। ଶହିଦ୍‌ନଗର ୱିନର ଆସୋସିଏସନ୍‌ ପକ୍ଷରୁ ଥାଇଲାଣ୍ଡ ଗଣେଶ ପାର୍କ ଆକୃତିର ତୋରଣ କରାଯାଇଛି। ଏଥିରେ ୩୫ ଫୁଟ୍‌ ଓସାର ଓ ୨୫ ଫୁଟ୍‌ ଉଚ୍ଚତାରେ ବିସିଥିବା […]

ganesh-puja

ganesh-puja

Rakesh Mallick
  • Published: Monday, 05 September 2016
  • Updated: 05 September 2016, 10:22 PM IST

Sports

Latest News

ganesh pujaଭୁବନେଶ୍ୱର: ଅଗ୍ରପୂଜ୍ୟ ଗଣପତିଙ୍କ ପୂଜା ଆଜି ବେଶ ଧୂମଧାମରେ ପାଳିତ ହୋଇଯାଇଛି। ଏଥିପାଇଁ ରାଜଧାନୀ ସମେତ ସମଗ୍ର ରାଜ୍ୟ ଚଳଚଞ୍ଚଳ ହୋଇଉଠିଥିଲା। ବିଭିନ୍ନ ସ୍ଥାନରେ ଗଣପତିଙ୍କ ଆକର୍ଷଣୀୟ ମେଢ କରାଯାଇଛି। ବିଶେଷକରି ଶିକ୍ଷାନୁଷ୍ଠାନରେ ସ୍ୱତନ୍ତ୍ର ପୂଜା ଆୟୋଜନ କରାଯାଇଥିଲା।

ଚଳିତବର୍ଷ ରାଜଧାନୀରେ ଛୋଟବଡ଼ ୫୦୦ରୁ ଅଧିକ ପୂଜା ମଣ୍ଡପରେ ବିଘ୍ନରାଜଙ୍କ ପୂଜା କରାଯାଉଛି। ଶହିଦ୍‌ନଗର ୱିନର ଆସୋସିଏସନ୍‌ ପକ୍ଷରୁ ଥାଇଲାଣ୍ଡ ଗଣେଶ ପାର୍କ ଆକୃତିର ତୋରଣ କରାଯାଇଛି। ଏଥିରେ ୩୫ ଫୁଟ୍‌ ଓସାର ଓ ୨୫ ଫୁଟ୍‌ ଉଚ୍ଚତାରେ ବିସିଥିବା ମୁଦ୍ରାର ଗଣେଶ ପୂଜା ପାଉଛନ୍ତି। ହାତରେ ଧରିଛନ୍ତି ୨୨ କେ.ଜିର ଲଡୁ। ମୂର୍ତ୍ତି ପାଇଁ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ସଂସ୍ଥା ପକ୍ଷରୁ ଜଣାପଡ଼ିଛି।

କଟକରେ ମଧ୍ୟ ମେଶ ଧୂମଧାମରେ ବିଘ୍ନ ବିନାଶକଙ୍କ ପୂଜା କରାଯାଇଛି। ୪୩ ବର୍ଷ ଧରି ପୋତାଖୋଫରୀ ସ୍ଥିତ ସଂଗ୍ରାମ କ୍ଲବ ପକ୍ଷରୁ ଆୟୋଜିତ ପୂଜାରେ ଏଥର ପ୍ଲାଷ୍ଟିକ ଫଊଲରେ ନିର୍ମିତ ଗଣେଶ ବେଶ ଆକର୍ଷିଣୀୟ ହୋଇଛି। ସେହିପରି ଷ୍ଟେସନବଜାର ସ୍ଥିତ ଲକ୍ଷ୍ମୀ କ୍ଲବର କଳକୀ ଅବତାର ରୂପରେ ଓ ଜୋବ୍ରା ଶ୍ରୀରାମ କ୍ଲବରେ ଦିଆସିଲ କାଠିରେ ଗଣେଶ ଶ୍ରାର୍ଦ୍ଧାଳୁଙ୍କୁ ବେଶ ଆକର୍ଷିତ କରୁଛି।

ଜଟଣୀର ରାଜା ବଜାର, ଗୋଲେଇ ମାର୍କେଟ, ଷ୍ଟେସନ ଛକ, ସୀତାରାମ ଛକ ଓ ଡାକ୍ତରଖାନା ଛକରେ ଆକର୍ଷଣୀୟ ମୃଣ୍ମୟ ମୂର୍ତ୍ତି ସାଙ୍ଗକୁ ବିଭିନ୍ନ ଡିଜାଇନର ଗେଟ୍‌ ଓ ଲାଇଟ୍‌ରେ ସାରା ସହର ଝଲସୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story