‘୩ ବର୍ଷ ପରେ ଡାକିଲା ପ୍ରଶାସନ’

<p>ଜିଲ୍ଲା ପ୍ରଶାସନକୁ ବିଜେଡିରୁ ବହିଷ୍କୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବାରମ୍ବାର ଆକ୍ରମଣ ପରେ ଜିଲ୍ଲାସ୍ତରୀୟ ବୈଠକକୁ ଆମନ୍ତ୍ରଣ କଲା ପ୍ରଶାସନ। ବିଜେଡିରୁ ବହିଷ୍କୃତ ଓ ଭିଜିଲାନ୍ସ ଗିରଫ ମାମଲାରେ ଜେଲ ଯିବା ପରେ ଆଉ ବିଧାୟକ ପାଣିଗ୍ରାହୀଙ୍କୁ କୌଣସି ଜିଲ୍ଲାସ୍ତରୀୟ କିମ୍ବା ବ୍ଲକସ୍ତରୀୟ ପ୍ରଶାସନିକ ବୈଠକକୁ ପ୍ରଶାସନ ପକ୍ଷରୁ ଡକା ହେଉନଥିଲା। ଏନେଇ ବିଧାୟକ ପାଣିଗ୍ରାହୀ ବିଭିନ୍ନ ସମୟରେ ଜିଲ୍ଲା ତଥା ବ୍ଲକ ପ୍ରଶାସନ ଉପରେ ବିଷୋଦଗାର କରୁଥିଲେ। ପରେ ଏଥିରେ ଚେତି ଯାଇଛି ପ୍ରଶାସନ। ଗତକାଲି ଅନୁଷ୍ଠିତ ଗଞ୍ଜାମ ଜିଲ୍ଲା ଗ୍ରାହକ ସୁରକ୍ଷା ପରିଷଦର ପ୍ରଥମ ବୈଠକରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ନିମନ୍ତ୍ରଣ କରିଥିଲା। ଆଉ ନିମନ୍ତ୍ରଣ କ୍ରମେ ବିଧାୟକ ବୈଠକରେ ଉପସ୍ଥିତ ହୋଇଥିଲେ।</p>

Ordigital Desk
  • Published: Saturday, 15 October 2022
  • Updated: 15 October 2022, 01:12 PM IST

Sports

Latest News

<p>ଜିଲ୍ଲା ପ୍ରଶାସନକୁ ବିଜେଡିରୁ ବହିଷ୍କୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବାରମ୍ବାର ଆକ୍ରମଣ ପରେ ଜିଲ୍ଲାସ୍ତରୀୟ ବୈଠକକୁ ଆମନ୍ତ୍ରଣ କଲା ପ୍ରଶାସନ। ବିଜେଡିରୁ ବହିଷ୍କୃତ ଓ ଭିଜିଲାନ୍ସ ଗିରଫ ମାମଲାରେ ଜେଲ ଯିବା ପରେ ଆଉ ବିଧାୟକ ପାଣିଗ୍ରାହୀଙ୍କୁ କୌଣସି ଜିଲ୍ଲାସ୍ତରୀୟ କିମ୍ବା ବ୍ଲକସ୍ତରୀୟ ପ୍ରଶାସନିକ ବୈଠକକୁ ପ୍ରଶାସନ ପକ୍ଷରୁ ଡକା ହେଉନଥିଲା। ଏନେଇ ବିଧାୟକ ପାଣିଗ୍ରାହୀ ବିଭିନ୍ନ ସମୟରେ ଜିଲ୍ଲା ତଥା ବ୍ଲକ ପ୍ରଶାସନ ଉପରେ ବିଷୋଦଗାର କରୁଥିଲେ। ପରେ ଏଥିରେ ଚେତି ଯାଇଛି ପ୍ରଶାସନ। ଗତକାଲି ଅନୁଷ୍ଠିତ ଗଞ୍ଜାମ ଜିଲ୍ଲା ଗ୍ରାହକ ସୁରକ୍ଷା ପରିଷଦର ପ୍ରଥମ ବୈଠକରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ନିମନ୍ତ୍ରଣ କରିଥିଲା। ଆଉ ନିମନ୍ତ୍ରଣ କ୍ରମେ ବିଧାୟକ ବୈଠକରେ ଉପସ୍ଥିତ ହୋଇଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos