ବନ୍ଦ ହୋଇଗଲାକି ଗାଡ଼ି ଶୋ ରୁମ୍?

<p>ସୁପ୍ରିୟ ପ୍ରିମିୟମରେ ଝୁଲିଲା ତାଲା। ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହୋଇ ଯାଇଛି ଏହି ପୁରୁଣା ଗାଡ଼ି ଶୋ ରୁମ। ନାଗ ଦମ୍ପତ୍ତିଙ୍କ ଲିଙ୍କକୁ ନେଇ ଏବେ ସ୍କାନରରେ ରହିଛି ମଞ୍ଚେଶ୍ୱର। ହାଇଟେକ୍ ରୋଡରେ ଥିବା ଏହି ପୁରୁଣା ଗାଡ଼ି ଦୋକାନ। ଶୋ ରୁମ ବନ୍ଦ ପଡ଼ିଥିବା ବେଳେ ମାଲିକ ଖଗେଶ୍ୱର ପାତ୍ରଙ୍କ ପତ୍ତା ମିଳୁନି।</p>

Ordigital Desk
  • Published: Saturday, 15 October 2022
  • Updated: 15 October 2022, 03:56 PM IST

Sports

Latest News

<p>ସୁପ୍ରିୟ ପ୍ରିମିୟମରେ ଝୁଲିଲା ତାଲା। ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହୋଇ ଯାଇଛି ଏହି ପୁରୁଣା ଗାଡ଼ି ଶୋ ରୁମ। ନାଗ ଦମ୍ପତ୍ତିଙ୍କ ଲିଙ୍କକୁ ନେଇ ଏବେ ସ୍କାନରରେ ରହିଛି ମଞ୍ଚେଶ୍ୱର। ହାଇଟେକ୍ ରୋଡରେ ଥିବା ଏହି ପୁରୁଣା ଗାଡ଼ି ଦୋକାନ। ଶୋ ରୁମ ବନ୍ଦ ପଡ଼ିଥିବା ବେଳେ ମାଲିକ ଖଗେଶ୍ୱର ପାତ୍ରଙ୍କ ପତ୍ତା ମିଳୁନି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos