Advertisment

ଅଘୋରୀ ବାବାଙ୍କ ଅଜବ କାଣ୍ଡ

ଗଳାରେ ମୁଣ୍ଡ ମାଳ। ସାରା ଦେହ ପାଉଁଶରେ ବୋଳା। ଗୋଡ଼ରୁ ମୁଣ୍ଡ ଯାଏଁ ରୁଦ୍ରାକ୍ଷ ମାଳା। ହାତରେ ଚିଲମ। ଇଏ ହେଉଛନ୍ତି ଅଘୋରୀ ବାବା। ଆଉ ୟାଙ୍କ କାଣ୍ଡ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ।

author-image
Debendra Prusty
ଅଘୋରୀ ବାବାଙ୍କ ଅଜବ କାଣ୍ଡ

aghori baba

ଗଳାରେ ମୁଣ୍ଡ ମାଳ। ସାରା ଦେହ ପାଉଁଶରେ ବୋଳା। ଗୋଡ଼ରୁ ମୁଣ୍ଡ ଯାଏଁ ରୁଦ୍ରାକ୍ଷ ମାଳା। ହାତରେ ଚିଲମ। ଇଏ ହେଉଛନ୍ତି ଅଘୋରୀ ବାବା। ଆଉ ୟାଙ୍କ କାଣ୍ଡ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ।

Advertisment

Odisha Reporter Aghori Baba Bizarre Actions