ରାଜଧାନୀରେ କେମିତି ଆଡ୍ଡା ଜମେଇଲେ ଅର୍ଚ୍ଚନା?

ଫିଟୁଛି ଗୁମର ପରେ ଗୁମର। ଅର୍ଚ୍ଚନା କେମିତି ଗଢ଼ିଥିଲେ କଳା ସାମ୍ରାଜ୍ୟ? ବଡ଼ବଡିଆ ଲୋକ କେମିତି ଓ କଣ ପାଇଁ ଅର୍ଚ୍ଚନାଙ୍କ ଲିଙ୍କରେ ଥିଲେ? କଳା ସାମ୍ରାଜ୍ୟ ପଛରେ କିଏ ଅଛି ସମ୍ରାଟ? କିପରି ରାଜଧାନୀରେ ଗଡ଼ିଥିଲେ କୋଟି କୋଟି ଟଙ୍କାର ବଡ଼ କୋଠା?