ସରକାର ହାତରେ ସିକ୍ରେଟ, ଥେଇ ଥେଇ ନାଚିବେ ନେତା!

ଏଥର ସରକାର ନଚେଇବେ ନେତାଙ୍କୁ, ନ ନାଚିଲେ ପଡ଼ିବେ ଫାଶରେ ! ନେତାଙ୍କ ଚୁଟି ଧରିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରି ସାରିଲେଣି ସରକାର। ତୃତୀୟ ମହଲା ରଖିଛି ଅର୍ଚ୍ଚନା ଫାଶରେ ପଡ଼ିଥିବା ନେତାଙ୍କ ସିକ୍ରେଟ୍। ବିଦ୍ରୋହ କଲେ କି କଥା ନ ମାନିଲେ ସିଧା ଜେଲକୁ ଯିବେ ସେମାନେ।