ତାଳ ଯାଉଛି ତାମିଲନାଡୁ, ବଜ୍ର ଖାଉଛି ଓଡ଼ିଶା

ସୁନ୍ଦରଗଡ଼ରୁ ଆସିଥିବା ଏହି ଚିତ୍ର ଦେଖିଲେ, ଯେକେହି ବି ବିବ୍ରତ ହେବା ସ୍ୱାଭାବିକ। ପିଲାମାନେ ପଡ଼ିଆରେ ଫୁଟବଲ ଖେଳୁଥିଲେ, ଅନାଚକ୍ ବଜ୍ରାଘାତ ହେଲା। ୨ ଜଣ ଖେଳାଳିଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଅଧିକ ଆହତ ହେଲେ। କିନ୍ତୁ ପ୍ରଶ୍ନ ହେଉଛି ବଜ୍ରାଘାତର ଏହି ଭୟାବତା ଦିନକୁ ଦିନ ବଢ଼ୁଛି କାହିଁକି?